ସିବିଆଇ ଜାଲରେ ଅରୁଣ ସାହୁ ଓ ଅତନୁ ନାୟକ
ଭୁବନେଶ୍ବର: ପୁଣି ଥରେ ଶାସକ ବିଜୁ ଜନତା ଦଳ ପଛରେ ମାତିଲା ସିବିଅାଇ ଭୂତ। ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଅାଇ ପଚରାଉଚରା ପାଇଁ ଡାକିଛି।
ଖବର ସରବରାହ ସଂସ୍ଥା ଏଏନ୍ଅାଇ ମୁତାବକ, ଉଭୟଙ୍କୁ ସିବିଅାଇ ପଚରାଉଚରା…