ନୟାଗଡ଼ରେ ପ୍ରାୟୋଜିତ ପରିବର୍ତ୍ତନ
ଭୁବନେଶ୍ବର: ପୁରାଣରେ ଇନ୍ଦ୍ର ଚରିତ୍ର ବାବଦରେ ପ୍ରାୟ ସମସ୍ତେ ଅବଗତ ଥିବେ। ତାଙ୍କର ବିଳାସମୟ ଜୀବନ, ଅପସରାଙ୍କ ସହ ମନୋରଂଜନ, ସୁରାପାନ ଭଳି ବିଭିନ୍ନ ଅଭ୍ୟାସ ସହ ଆଉ ଗୋଟିଏ ଅଭ୍ୟାସ ମଧ୍ୟ ଥିଲା- ଭୟ। ଯିଏ ଯେଉଁଠି ତପସ୍ୟାରେ ବସିଲେ ଇନ୍ଦ୍ର ଭୟ ପାଉଥିଲେ, କାଳେ ତପସ୍ୟା ବଳରେ ସେ ସାଧକ ତାଙ୍କର ଇନ୍ଦ୍ର…