ଅାଜି ବିଜେପିକୁ ଫେରିବେ ବିଜୟ

ଭୁବନେଶ୍ୱର: ଅାଜି ବିଜେପିକୁ ଫେରିପାରନ୍ତି ବିଜୟ ମହାପାତ୍ର। ଦୀର୍ଘଦିନର କସରତ ପରେ ବିଜୟଙ୍କୁ ରାଜି କରିବାରେ ସଫଳ ହୋଇଛନ୍ତି ବିଜେପିର ବରିଷ୍ଠ ନେତା।
ଅାଜି ବିଧିବଦ୍ଧ ଭାବେ ପୁଣି ବିଜୟ ବିଜେପିରେ ଯୋଗଦେବାର ସୂଚନା ମିଳୁଛି।
ସେ ପାଟକୁରାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼େଇ କରିବାର ସମ୍ଭାବନା ରହିଛି।
Comments are closed.