Odisha Link
Bridging the Missing Links in Odisha
Monthly Archives

March 2019

ଆଜି ବିଜେପିରେ ମିଶିବେ ପ୍ରକାଶ ମିଶ୍ର,…

ଭୁବନେଶ୍ବର: ପୂର୍ବତନ ଓଡ଼ିଶା ପୁଲିସ ମହା ନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ। ଦଳ ତାଙ୍କୁ କଟକରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ପରେ ପ୍ରକାଶ ମିଶ୍ର ଦ୍ବିତୀୟ ବରିଷ୍ଠ ପ୍ରଶାସକ ଭାବେ ଦଳରେ…

ରାଜ୍ୟ ବିଜେପିରେ ବିଦ୍ରୋହ, ମୁଖ୍ୟ…

ଭୁବନେଶ୍ବର: ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ରାଜ୍ୟ ବିଜେପିରେ ବିଦ୍ରୋହ । ଟିକେଟ ପାଇନଥିବା ପ୍ରାର୍ଥୀ ହଟ୍ଟଗୋଳ ଆରମ୍ଭ କରିଦେଇଛନ୍ତି । ଏକାମ୍ର ଆସନ ପାଇଁ ଟିକେଟ ପାଇନଥିବା ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ ବରିଷ୍ଠ ବିଜେପି ନେତାଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ ହୋଲି ଦିନ…

ଅରୁଣଙ୍କୁ ଘାରିଲା ପରାଜୟ ଭୟ, ପ୍ରାର୍ଥୀ…

ନୟାଗଡ଼: ବ୍ରହ୍ମ ବିଭ୍ରାଟ ଠାରୁ ଚିଟ୍‌ ଫଣ୍ଡ୍‌ ଯାଏଁ, ଛବି ବର୍ଦ୍ଧନ ହତ୍ୟାକାଣ୍ଡ ଠାରୁ ପ୍ରଫୁଲ୍ଲ ମହାନ୍ତି ହତ୍ୟା ଯାଏଁ, ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତି ହଟାଇବା ଠାରୁ ହେମେନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ବସାଇ ନ ଦେବା ଯାଏଁ; ସବୁ ଘଟଣାରେ ବିବାଦୀୟ ହୋଇଥିବା ନୟାଗଡ଼ ବିଧାୟକ ଅରୁଣ କୁମାର…

ବଦଳୁଛି ଚିଲିକାର ଚିତ୍ର, ମାନସଙ୍କୁ…

ଭୁବନେଶ୍ବର: ଚିଲିକାରେ ଏହା ଏକ ଜଣାଶୁଣା ପ୍ରବାଦ- ଯଦି ମାନସ ମଙ୍ଗରାଜ କୌଣସି ବି ଦଳରୁ ନିର୍ବାଚନ ଲଢ଼ିଥାଆନ୍ତେ, ତେବେ ୨୦୧୪ରେ ତାଙ୍କର ସୁନିଶ୍ଚିତ ବିଜୟ ହୋଇଥାଆନ୍ତା। ପ୍ରଥମ ଥର ପାଇଁ ନିର୍ବାଚନୀ ରଣାଙ୍ଗନରେ ପାଦ ଦେଇ ୨୦୦୯ ବିଧାନସଭା ନିର୍ବାଚନରେ ମାନସ ଚିଲିକାରୁ କଂଗ୍ରେସ ପ୍ରାର୍ଥୀ ଭାବରେ…

ନବୀନଙ୍କୁ ଭେଟିଲେ ଦିଲୀପ, ଆସନ୍ତାକାଲି…

ଭୁବନେଶ୍ବର: ପୂର୍ବତନ ବିଜେଡି ନେତା, ରାଉରକେଲା ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଆଜି ବିଳମ୍ବିତ ସଂଧ୍ୟାରେ ନବୀନ ନିବାସରେ ପହଞ୍ଚିଥିଲେ। ବିଜୁ ଜନତା ଦଳର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଦିଲୀପ ୧୭ ବର୍ଷର ବ୍ୟବଧାନ ପରେ ପୁଣି ଦଳକୁ ଫେରିବେ। ଆସନ୍ତାକାଲି ସେ ବିଜେଡିରେ ବିଧିବଦ୍ଧ…

ବିଜେଡିରେ ଯୋଗଦେଲେ ବିଜେପି ସଭାପତିଙ୍କ…

ଭୁବନେଶ୍ବର: ଆଜି ନବରଙ୍ଗପୁର ସାଂସଦଙ୍କୁ ଦିଲ୍ଲୀ ଦଳୀୟ କାର୍ଯ୍ୟାଳୟରେ ବିଜେପିରେ ମିଶାଇବାରେ ବ୍ୟସ୍ତ ଥିବା ବିଜେପି ରାଜ୍ୟ ସଭାପତିଙ୍କ ନିଜ ପରିବାର ସଦସ୍ୟ ଏପଟେ ବିଜେଡି ହାତ ଧରିଛନ୍ତି। ବସନ୍ତଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଆଜି ନବୀନ ନିବାସ ଯାଇ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ…

ବିଜେପିରେ ଯୋଗଦେଲେ ବଳଭଦ୍ର ମାଝୀ

ନୂଆଦିଲ୍ଲୀ: ନବରଙ୍ଗପୁରର ସାଂସଦ ତଥା ନିକଟରେ ବିଜେଡି ଛାଡ଼ିଥିବା ବଳଭଦ୍ର ମାଝୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ ବିଜେପିର ଜାତୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟି ସେ ଦଳରେ ଯୋଗ ଦେଇଛନ୍ତି। ଆଜିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ…

ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ

ଭୁବନେଶ୍ବର: ବାପା ଦାମୋଦର ରାଉତଙ୍କ ରାସ୍ତା ଆପଣେଇ ପାରନ୍ତି ଝିଅ ପ୍ରୀତିନନ୍ଦା ରାଉତରାୟ। ପୂର୍ବରୁ ଭୁବନେଶ୍ବର ମହାନଗର ନିଗମରେ କର୍ପୋରେଟର ଥିବା ପ୍ରୀତିନନ୍ଦା ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଦୁଇଦିନ ତଳେ…

କଂଗ୍ରେସ ଛାଡ଼ିଲେ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ବର: ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ଦଳର ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ୨୦ ବର୍ଷ ଧରି କଂଗ୍ରେସ ଦଳର ସଦସ୍ୟ ଥିବା ପ୍ରକାଶ ଦଳର ନେତୃତ୍ବ ଦ୍ବାରା ଅବହେଳାର ଶିକାର ହେବା ପରେ ଏଭଳି…

ପ୍ରକାଶ ରାଓ, କମଳା ପୁଜାରୀ ଓ ଦୈତାରୀ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ତିନି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି। ସମାଜସେବା କ୍ଷେତ୍ରରେ ଡି ପ୍ରକାଶ ରାଓ ଓ ଦୈତାରୀ ନାଏକ ଦେଶର ଏହି ୪ର୍ଥ ଶ୍ରେଷ୍ଠ ସମ୍ମାନ ପାଇଥିବା ବେଳେ କୃଷିକ୍ଷେତ୍ରରେ କମଳା ପୂଜାରୀଙ୍କୁ ଏହା ମିଳିଛି। ଆଜି…