Odisha Link
Bridging the Missing Links in Odisha
Daily Archives

April 23, 2019

୯ଟି ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାକୁ ବଜ୍ରପାତ ନେଇ ପୂର୍ବାନୁମାନ କରି ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ ସହିତ କାଳବୈଶାଖୀର ଆଶଙ୍କା ରହିଥିବା ନେଇ ପାଣିପାଗ କେନ୍ଦ୍ର ସତର୍କ କରିଛି। କାଳବୈଶାଖୀ…

୫ ବର୍ଷରେ ଲୋକଙ୍କ ବିଶ୍ୱାସ ଭାଙ୍ଗିଛି…

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମାରାଥନ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟାନୟକ । ଭଦ୍ରକ ନିର୍ବାଚନ ସଭାରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ । କହିଛନ୍ତି ୫ବର୍ଷରେ ଲୋକଙ୍କ ବିଶ୍ୱାସ ଭାଙ୍ଗିଛି ବିଜେପି । ୪ଟି ରାଜ୍ୟରେ…

କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ମୋଦିଙ୍କ…

ଭୁବନେଶ୍ବର: ନିର୍ବାଚନୀ ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ା ଆସିଥିଲେ। ପରେ ସେ ବାଲେଶ୍ବର ଯାଇ ମଧ୍ୟ ପ୍ରଚାର କରିଥିଲେ। କେନ୍ଦ୍ରାପଡ଼ାର ବାରୁଅରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ…

୩ୟ ପର୍ଯ୍ୟାୟ ନିର୍ବାଚନ: ରାଜ୍ୟରେ ୬୫%ରୁ…

ଭୁବନେଶ୍ୱର: ରାଜ୍ୟରେ ଅ‍ାଜି ୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହାେଇଥିବା ବେଳେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ୨ଟି ବୁଥ୍‌ରେ ମତଦାନ ସ୍ଥଗିତ ରଖାଯାଇଛି। ଇଭିଏମ୍‌ ସହ ଭିଭିପାଟ୍ ଭୁଲ୍ ସଂଯୋଗ ପାଇଁ ଭୋଟ ବନ୍ଦ କରାଯାଇଛି। ଉକ୍ତ ଦୁଇ ବୁଥ୍‌ରେ ସାନି ଭୋଟ ପାଇଁ ସୁପାରିସ କରାଯାଇଛି। ଏନେଇ ସୂଚନା…

ଏପ୍ରିଲ ୨୫ରେ ରାଜ୍ୟର ୯ ବୁଥରେ ସାନି…

ଭୁବନେଶ୍ୱର: ଏପ୍ରିଲ ୨୫ରେ ରାଜ୍ୟର ସୁନ୍ଦରଗଡ଼, କନ୍ଧମାଳ, ବରଗଡ଼ ଓ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୯ଟି ବୁଥରେ ପୁନଃ ମତଦାନ ହେବ। ଏହି ୯ଟି ବୁଥରେ ଚଳିତ ମାସ ୧୮ ତାରିଖରେ ମତଦାନ ବେଳେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ମୁଖ୍ୟ ନିର୍ବାଚନ ଅଧିକାରୀ ସାନି ମତଦାନ…

ବ୍ରହ୍ମଗିରିରେ ଇଭିଏମ୍‌ ଭାଙ୍ଗିଲେ…

ପୁରୀ: ଉତ୍ତେଜିତ ମତଦାତା ମଙ୍ଗଳବାର ଇଭିଏମ୍‌ ଭାଙ୍ଗିଛନ୍ତି। ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବିଧାନସଭା ଆସନର କମାଶାସନରେ ଏହି ଅଭାବନୀୟ ଘଟଣା ଆଜି ଅପରାହ୍ଣରେ ଦେଖିବାକୁ ମିଳିଛି। ଗୋଟିଏକୁ ଭୋଟ ଦେଲେ ଆଉ ଗୋଟିଏକୁ ଯାଉଥିବା ଅଭିଯୋଗରେ ଆଣି କମାଶାସନ ୨୨୨ ନମ୍ବର ବୁଥରେ…

ପ୍ରଚାରରୁ ଧର୍ମେନ୍ଦ୍ରଙ୍କୁ ୭ ଦିନ…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆଚରଣବିଧି ଉଲ୍ଲଘଂନ ନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଜେଡି ପ୍ରତିନିଧି ଦଳ । ବାରମ୍ବାର ଧର୍ମେନ୍ଦ୍ର ଆଚରଣବିଧିର ଉଲ୍ଲଘଂନ କରୁଥିବାରୁ ତାଙ୍କୁ ପ୍ରଚାର କାର୍ଯ୍ୟରେ ୭ଦିନ ପର୍ଯ୍ୟନ୍ତ ବ୍ୟାନ କରିବାକୁ ସିଇଓଙ୍କ ନିକଟରେ ଆବେଦନ…

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏରୋଡ୍ରମ କଲୋନୀରେ ଥିବା ପ୍ରାଥମିକ ବିଦ୍ୟାଳୟର ୧୧୨ ନଂ ବୁଥରେ ଭୋଟ ଦେଇଛନ୍ତି ନବୀନ । ଏହା ପରେ ଗଣମାଧମ୍ୟରେ ଦମ୍ଭୋକ୍ତି ଦେଇ କହିଛନ୍ତି ଯେ ବିଜେଡି ଚଳିତ ନିର୍ବାଚନରେ ବହୁତ ଭଲ କରିବ । ଜଣେ…