୫ ବର୍ଷରେ ୫୨% ଗୁଣ ବଢ଼ିଛି ମୋଦିଙ୍କ…
ବାରାଣସୀ: ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି ବିଗତ ୫ ବର୍ଷ ଭିତରେ ୫୨ ଗୁଣ ବଢ଼ିଯାଇଛି। ଆଜି ମୋଦି ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ସତ୍ୟପାଠରୁ ଏଭଳି ସୂଚନା ମିଳିଛି।
ସତ୍ୟପାଠରେ ମୋଦି ଜଣାଇଛନ୍ତି, ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨.୫୧ କୋଟି। ତାଙ୍କ ପାଖରେ ୧,୪୧,୩୬,୧୧୯…