Odisha Link
Bridging the Missing Links in Odisha
Monthly Archives

April 2019

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏରୋଡ୍ରମ କଲୋନୀରେ ଥିବା ପ୍ରାଥମିକ ବିଦ୍ୟାଳୟର ୧୧୨ ନଂ ବୁଥରେ ଭୋଟ ଦେଇଛନ୍ତି ନବୀନ । ଏହା ପରେ ଗଣମାଧମ୍ୟରେ ଦମ୍ଭୋକ୍ତି ଦେଇ କହିଛନ୍ତି ଯେ ବିଜେଡି ଚଳିତ ନିର୍ବାଚନରେ ବହୁତ ଭଲ କରିବ । ଜଣେ…

୨୬ରେ ବାଲେଶ୍ୱର ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, ଶୀର୍ଷ ନେତାମାନେ ସେତିକି ଗସ୍ତରେ ଆସୁଛନ୍ତି । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୬ରେ ଓଡ଼ିଶା ଆସିବେ । ବାଲେଶ୍ୱରର ଏକ ସଭାରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି…

ଧର୍ମେନ୍ଦ୍ରଙ୍କ ଗିିରଫ ଦାବି କଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ପ୍ରତିନିଧି ଦଳ ଫେରାଦ ହୋଇଛନ୍ତି। ବିଜେଡି ଅଭିଯୋଗ କରିଛି, ନିର୍ବାଚନ ଅଧିକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଯଦି ପ୍ରଦୀପ ମହାରଥୀଙ୍କୁ ଗିରଫ କରାଗଲା…

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମହିଳାଙ୍କ…

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ୯୨.୫୭ ଲକ୍ଷ ଭୋଟର ଆସନ୍ତାକାଲି ମୋଟ ୪୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏସବୁ ଆସନରେ ୭ଲକ୍ଷ ୧୧ହଜାର ୨୭୮ଜଣ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ସମ୍ପୂର୍ଣ୍ଣ ଭାବେ ମହିଳା…

ଜେଲ୍‌ ଗଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ୍‌ ଓ ଅନ୍ୟ ସଦସ୍ୟଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଛି ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ। ଶେଷରେ ପୁଲିସ ତାଙ୍କୁ ଗିରଫ କରି ଝାରପଡ଼ା ଜେଲକୁ ପଠାଇ ଦେଇଛି। ପ୍ରଦୀପଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୪ ତାରିଖରେ ହେବ। ସେତେଦିନ…

ଶ୍ରୀଲଙ୍କା ବିସ୍ଫୋରଣ: ୧୫୬ ମୃତ, ୪୦୦…

କଲମ୍ୱୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ୱୋର ଆଜି ଛଅଟି ସ୍ଥାନରେ ବିସ୍ଫୋରଣ ହୋଇଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୫୬ ପହଞ୍ଚିଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ୯ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ସହର ଭିତରେ ଥିବା…

ସମ୍ବଲପୁରରେ ନବୀନଙ୍କ ରୋଡ ସୋ’, ଆଜି…

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାତି ପ୍ରାୟ ୧୦ଟାରେ ସମ୍ବଲପୁରରେ ରୋଡ ସୋ’ ଶେଷ କରି ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି। ମା’ ସମଲେଶ୍ୱରୀଙ୍କ ଠାରୁ ଆଶୀର୍ବାଦ ନେଇ ନେବା ପରେ ନବୀନ ସ୍ଥାନୀୟ ସର୍କିଟ ହାଉସ୍‌ରେ ରାତ୍ରିଯାପନ କରିବା ପାଇଁ ପହଂଚିଛନ୍ତି। ସମ୍ବଲପୁର ଲୋକସଭା…

ଆଇପିଏଲ୍‌: ପଞ୍ଜାବକୁ ୫ ଓ୍ଵିକେଟରେ…

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୭ ତମ ମ୍ୟାଚ୍‌ରେ ପଞ୍ଜାବକୁ ୫ ଓ୍ଵିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲସ୍‌ । ଦିଲ୍ଳୀ ପକ୍ଷରୁ ଶିଖର ଧାଓ୍ଵନ ୫୬ ରନ୍‌ (୪୧ ବଲ୍‌ ୭ ଚଉକା ୧ ଛକା) ଓ ସେୟଶ ଆୟର ୫୮ ରନ୍‌ (୪୯ ବଲ୍‌ ୫ ଚଉକା ୧ ଛକା) କରିଥିଲେ ।…

ଶ୍ରୀମନ୍ଦିରରେ ଚଢ଼ିଲେ ଅଜଣା ଯୁବକ:…

ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳ ପ୍ରାୟ ୮.୩୦ ସମୟରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ସକାଳୁ ସକାଳୁ ନୀଳଚକ୍ର ଉପରକୁ ଚଢ଼ି ମନ୍ଦିର ଉପରେ ଲାଗିଥିବା ବାନାକୁ ଖୋଲି ଆଣିବା ସହ ନିଜ…

ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାରେ…

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବିଶେଷକରି ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ଫୁଲବାଣୀ, ସୁନ୍ଦରଗଡ଼,…