Odisha Link
Bridging the Missing Links in Odisha
Monthly Archives

May 2019

୧୫ ସାଂସଦ, ୧୦୩ ବିଧାୟକ ପାଇବ ବିଜେଡି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି କରାଯିବ। ତେବେ ଆରମ୍ଭ ହୋଇଯାଇଛି ବିଜୟ ଓ ପରାଜୟକୁ ନେଇ ଗଣିତ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ସ୍ବାଧୀନ ବାହୁଡ଼ା ମତ ସର୍ଭେ ଆଧାରରେ ଓଡ଼ିଶା ଷ୍ଟୋରୀ ଓ ଓଡ଼ିଶା…

ତୀର୍ଥରେ ଗଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ମାସର ନିର୍ବାଚନ ପ୍ରଚାର ସରିବା ପରେ କେଦାରନାଥ ଓ ବଦ୍ରିନାଥ ଧାମ ଥୀର୍ଥରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପୂର୍ବାହ୍ନରେ ସେ ଦିଲ୍ଲୀରୁ ଆସି ଡେରାଡୁନର ଜଲି ଗ୍ରାଣ୍ଡ ବିମାନମନ୍ଦରରେ ଓହ୍ଲାଇଥିଲେ। ଏଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ହିମାଳୟ…

ଆହାର ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…

ଭୁବନେଶ୍ବର: ବିଭିନ୍ନ ବିପତ୍ତି ବେଳେ ଜନସାଧାରଣ ସହଯୋଗ ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଟି କୋଟି ଟଙ୍କା ଦାନ ଆସୁଥିବା ବେଳେ ସରକାର ଏହାକୁ ଅନ୍ୟ ଉପାୟରେ ଖର୍ଚ୍ଚ କରୁଛନ୍ତି। ଆରଟିଆଇ ଆଇନ ବଳରେ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ବିଗତ ୩ ବର୍ଷରେ ସରକାର ରିଲିଫ ଫଣ୍ଡରୁ ୧୨୯…

ଜେଡ୍‌ ଇଷ୍ଟେଟ କ୍ରେନ୍‌ ଖସି ୭ ଘର…

ଭୁବନେଶ୍ବର: "ପ୍ରକୃତିର ତାଣ୍ଡବ ମହାବାତ୍ୟା ଫନିର ପ୍ରକୋପରୁ ସିନା ଆମେ ନିସ୍ତାର ପାଇଗଲୁ। ହେଲେ ମାନବକୃତ ଧ୍ବଂସଲୀଳା ଆମ ଘରସଂସାର ଛାରଖାର କରିଦେଇଛି। ଜେଡ୍‌ ଇଷ୍ଟେଟ୍‌ କନଷ୍ଟ୍ରକ୍ସନ୍‌ ସଂସ୍ଥାର ଅବହେଳା ଯୋଗୁଁ ଆମେ କଲୋନିବାସୀ ଏବେ ଆତଙ୍କିତ।" ଭୁବନେଶ୍ବର ଉପକଣ୍ଠରେ ଥିବା ନିର୍ମାଣାଧୀନ ଜେଡ୍‌…

ଫନି ମୁକାବିଲା: ଓଡ଼ିଶାକୁ ଜାତିସଂଘର…

ଭୁବନେଶ୍ବର: ମହାବାତ୍ୟା ଫନି ମୁକାବିଲା ନେଇ ଓଡ଼ିଶାର ସଫଳତାକୁ ପ୍ରଶଂସା କରିଛନ୍ତି ମିଳିତ ଜାତିସଂଘ କର୍ତୃପକ୍ଷ। ରାଜ୍ୟ ସରକାରଙ୍କର ପୂର୍ବ ପ୍ରସ୍ତୁତି ତଥା ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ଫଳରେ ବାତ୍ୟାଜନିତ ଜୀବନହାନି କମିଥିବା ବେଳେ ଏହାକୁ ସାବାସୀ ଦେଇଛନ୍ତି ଜାତିସଂଘ। ମେ ୩ ତାରିଖରେ ଫନି…

ଫନି: ଓଡ଼ିଶା ପାଇଁ ବଲିଉଡ ବଢ଼ାଇଲା ହାତ

ଭୁବନେଶ୍ବର: ଓଡ଼ିଶାର ଫନି ବାତ୍ୟା ପ୍ରପୀଡ଼ିତଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ବଲିଉଡ ସିନେମା ଶିଳ୍ପ। ସବୁବେଳେ ନିଜର ବଦାନ୍ୟତା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ଅକ୍ଷୟ କୁମାର ପ୍ରଥମେ ସାମନାକୁ ଆସିଛନ୍ତି। ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ କୋଟି ଟଙ୍କା ଦାନ କରିଥିବା…

ଓଡ଼ିଶାରେ ହାହାକାର ବେଳେ ଅରୁଣ ସାହୁଙ୍କ…

ଭୁବନେଶ୍ବର: ମହାବାତ୍ୟା ଫନିର ପ୍ରଭାବରେ ଫାଳେ ଓଡ଼ିଶା ଆକ୍ତାମାକ୍ତା। ସରକାରୀ ହିସାବରେ ୩୫ ଜଣଙ୍କ ଜୀବନ ଗଲାଣି। ୧୪ ଜିଲ୍ଲାରେ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ବେଘର ହୋଇ ଏଣେତେଣେ ଆଶ୍ରୟ ନେଇଛନ୍ତି। ଓଡ଼ିଶା ସରକାର ଥଇଥାନ ଓ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ। ଏଭଳି ଘଡ଼ିସନ୍ଧି…

ଫନି ମୁକାବିଲା ପାଇଁ ୧୦୦୦ କୋଟି ଦେଇଛୁ:…

ଭୁବନେଶ୍ବର: ମହାବାତ୍ୟା ଫନି ପାଇଁ ଦୁଇ ଦିନ ହେଲା ଓଡ଼ିଶା ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଉପକୂଳ ଓଡ଼ିଶାରୁ ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପଟେ ଫନି ପ୍ରଭାବିତ ରାଜ୍ୟଗୁଡିକୁ ବାତ୍ଯା ମୁକାବିଲା ପାଇଁ ୧୦୦୦ କୋଟିରୁ ଅଧିକ ଅର୍ଥ…

ଫନି: ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ାରେ ୩…

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ପୁରୀର ସାକ୍ଷୀଗୋପାଳ ଅଞ୍ଚଳରେ ଗଛ ଉପୁଡ଼ି ଉପରେ ପଡ଼ିଯିବାରୁ ଜଣେ ବାଳକ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ନୟାଗଡ଼ ଜିଲ୍ଲାରେ କଂକ୍ରିଟ୍ ପଡ଼ି ଜଣେ ମହିଳାଙ୍କର ପ୍ରାଣ ଯାଇଛି। ଅନୁରୂପ…

ଭୁବନେଶ୍ବର: ଫଟୋରେ ଫଟୋରେ ଫନିର ତାଣ୍ଡବ

ଭୁବନେଶ୍ବର: ମହାବାତ୍ୟା ଫନି ପୁରୀ ଉପକୂଳରେ କରାଳ ରୂପ ଦେଖାଇ ଏବେ ଉତ୍ତର ଦିଗକୁ ମାଡ଼ି ଚାଲିଥିବା ବେଳେ ଉପକୂଳରୁ ମାତ୍ର ୪୦ କିଲୋମିଟର ଦୂରରେ ଥିବା ରାଜଧାନୀ ଭୁବନେଶ୍ବରରେ ବ୍ୟାପକ କ୍ଷୟକ୍ଷତି ହୋଇଛି।