ତିନ୍ ତଲାକ ବିଲ୍ ପ୍ରସଙ୍ଗ: କେନ୍ଦ୍ର…
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନ୍ ତଲାକ ବିଲ ଏଥରର ସଂସଦ ଅଧିବେଶନରେ ଆସିପାରେ। କାରଣ ସରକାର ଏହି ବିଲକୁ ଆଜି(ବୁଧବାର)ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦେଶ ଆଗକୁ ବଢୁଛି। ତେଣୁ ଏହି ବିଲ ବହୁ ଗୁରୁତ୍ୱ ବହନ କରୁଛି। ଏହାସହ ସେ କହିଛନ୍ତି ଯେ, ଏଥର ରାଜ୍ୟସଭାରେ…