Odisha Link
Bridging the Missing Links in Odisha
Daily Archives

June 15, 2019

ଏଥର କଲେଜ୍ ପଢ଼ିବ ବଣ୍ଡା ଝିଅ ‘ଶାନ୍ତି’:…

ମାଲକାନଗିରି : ଆଉ ବାଟ ଓଗାଳିବନି ଦାରିଦ୍ର୍ୟ ଉଚ୍ଚଶିକ୍ଷା ପାଇଁ । ଏଥର ସାକାର ହେବ ବଣ୍ଡା ଝିଅ ଶାନ୍ତିର ସ୍ବପ୍ନ । ମାଟ୍ରିକ ପାସ୍ କରିବା ପରେ କଲେଜରେ ପଢ଼ିବା ପାଇଁ ମୂଲ ଲାଗି ଅର୍ଥ ସଞ୍ଚୟ କରୁଥିବା ଶାନ୍ତି ପାଇଁ ବଢ଼ିଛି ସହାୟତାର ହାତ । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ମାଲକାନଗିରି…

ପାଇଖାନା ଟାଙ୍କି ସଫେଇ ବେଳେ ଅଘଟଣ ୭ ମୃତ

ଗାନ୍ଧୀନଗର : ଗୁଜରାଟର ବରୋଦା ଅଞ୍ଚଳରେ ଶନିବାର ଏକ ବଡ଼ ଦୁଃଖଦ ଘଟଣା ଘଟି ଯାଇଛି । ପାଇଖାନା ଟାଙ୍କି ସଫେଇ ବେଳେ ଶ୍ଵାସରୁଦ୍ଧ ହୋଇ ୭ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଶନିବାର ସକାଳେ ବରୋଦାର ପାର୍ତ୍ତିକୁଇଁ ଗାଁରେ ଥିବା ଏକ ହୋଟେଲର ପାଇଖାନା ଟାଙ୍କି ସଫା ହେଉଥିଲା।…

ଯୁବ ପିଢ଼ିକୁ ଅଧିକରୁ ଅଧିକ ପଢ଼ନ୍ତୁ, ବହୁତ…

'ବିମୁଗ୍ଧ ଉଚ୍ଚାରଣ' ଗବେଷଣା ପୁସ୍ତକ ପାଇଁ ୨୦୧୯ ମସିହା ପାଇଁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମି ଯୁବ ପୁରସ୍କାର ପାଉଛନ୍ତି ଓଡ଼ିଆ ଗବେଷକ ଶିଶିର ବେହେରା। ତାଙ୍କ ସାରସ୍ବତ ଯାତ୍ରା ଯେତିକି କଠିନ ସେତିକି ପ୍ରେରଣାଦାୟୀ। ୧୯୮୭ ମସିହାରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରର ଏକ…

ରଜରେ ରକ୍ତରଞ୍ଜିତ ହେଲା ଆନନ୍ଦପୁର : ୩…

କେନ୍ଦୁଝର : ପହିଲି ରଜରେ ପରିବେଶ ଉତ୍ସବମୁଖର ଥିବା ବେଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗୟଳମୁଣ୍ଡା ପଞ୍ଚାୟତ ଉଲିବସା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଘର ଭିତରୁ ୩ ନାବାଳିକ ଝିଅ ଓ ବାପାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତିନି ଝିଅଙ୍କୁ ହତ୍ୟା କରିବା ପରେ ବାପା ଆତ୍ମହତ୍ୟା…

ଏଫଆଇଏଚ୍‌ ପୁରୁଷ ସିରିଜ ଫାଇନାଲ:…

ଭୁବନେଶ୍ବର: ଆଜି ଏଫଆଇଏଚ୍‌ ପୁରୁଷ ସିରିଜ ଫାଇନାଲ ପ୍ରତିଯୋଗିତାର ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢେଇ । ଏହା ପୂର୍ବରୁ ଭାରତ ହକିପ୍ରେମୀଙ୍କ ପାଇଁ ଖୁସି ଖବର କାହିଁକିନା ଟୋକିଓ ଅଲମ୍ପିକ କ୍ବାଲିଫାୟାର ପାଇଁ ସ୍ଥାନ ପକ୍କା କରିଛି ଭାରତୀୟ ହକି ଦଳ। ଗତକାଲି ଖେଳାଯାଇଥିବା ସେମିଫାଇନାରେ…

ସରପଞ୍ଚଙ୍କୁ ଆକ୍ରମଣ କରିବାକୁ ଯାଇ ହାତରେ…

ଦିଗପହଣ୍ଡି : କଥାରେ ଅଛି ଯିଏ ଅନ୍ୟର ଅମଙ୍ଗଳ ପାଞ୍ଚେ ତା ନିଜର ହିଁ କ୍ଷତି ହୁଏ। ଠିକ୍‌ ସେମିତି ଜଣେ ଯୁବକ ସାମାନ୍ୟ ଗଣ୍ଡେଗୋଳରୁ ସରପଞ୍ଚକୁ ଆକ୍ରମଣ କରିବାକୁ ଯାଇଥିବା ବେଳେ ହାତରେ ବୋମା ଫୁଟିଗଲା । ଘଟଣା ଘଟିଛି ଦିଗପହଣ୍ଡି ଥାନା ବନ୍ଥାପଲ୍ଲୀ ଅଞ୍ଚଳରେ । ବୋମା ଫୁଟି ଚେରୁ ଗଉଡ ଆହତ ହୋଇଛନ୍ତି ।…

କ୍ରିକେଟ ବିଶ୍ବକପ୍‌ ୨୦୧୯: ଆୟୋଜନକୁ…

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ୍‌ ୨୦୧୯ର ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ବର୍ଷା। କାରଣ ଏଯାବତ୍‌ ୧୯ଟି ମ୍ୟାଚରୁ ୩ଟି ମ୍ୟାଚ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏପର୍ଯ୍ୟନ୍ତ ୧୨ଟି ବିଶ୍ବକପ୍‌ ଆୟୋଜନ ହୋଇଛି,…

ମହିଳାଙ୍କୁ ମାରି ପୋଡ଼ି ଦେଲେ ଦୁର୍ବୃତ୍ତ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ସରନଈ ପାଖ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ଏକ ବଗିଚା ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିପାରିନାହିଁ। ତାଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଟାୟାର ଜାଳି ପୋଡ଼ି ଦେଇଥିବା ସନ୍ଦେହ…

ପଶ୍ଚିମବଙ୍ଗରେ ମମତା-ଡାକ୍ତର ବିିବାଦ:…

କୋଲକାତା: ବିବାଦ ମମତାଙ୍କ ପିଛା ଛାଡ଼ିବା ଜମା ନାଁ ଧରୁନି। ପୂର୍ବରୁ ପୋଷ୍ଟକାର୍ଡ, ସ୍ଲୋଗାନ୍‌ ଭଳି ବିବାଦ ଘେରେ ଥିବା ମମତା ଏବେ ଡାକ୍ତରଙ୍କ ବିବାଦରେ ଛନ୍ଦି ହୋଇଯାିଛନ୍ତି। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ…

କୁଷ୍ଠ ରୋଗୀଙ୍କୁ କାଖେଇ ରାସ୍ତା ପାର…

ବୁର୍ଲା : ପୂର୍ବରୁ କୁଷ୍ଠ ରୋଗୀଙ୍କୁ ଛୁଇଁଲେ କୁଷ୍ଠ ବ୍ୟାପେ ବୋଲି ଲୋକଙ୍କ ମନରେ ଏଭଳି ଧାରଣା ରହିଆସିଛି । ଏଥିପାଇଁ କୁଷ୍ଠ ରୋଗୀଙ୍କୁ ଅନେକ ଲୋକ ଛୁଅନ୍ତି ନାହିଁ । କୁଷ୍ଠ ରୋଗ ଡେଇଁବା ଆଶଙ୍କାରେ ଲୋକେ ଛୁଇଁବାକୁ ଡରନ୍ତି । କିନ୍ତୁ କୁଷ୍ଠ ରୋଗୀକୁ ଛୁଇଁଲେ କି ସହାୟତା କଲେ କୁଷ୍ଠ ସଂକ୍ରମିତ ହୁଏ…