ଶାରୀ ଓ ପଞ୍ଜୁରୀ
ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତା
ଶାରୀ ଓ ପଞ୍ଜୁରୀ
ନିଃସଙ୍ଗ ବାଲକୋନୀରେ
ଏକା ଏକା ଝୁଲୁଥିବା
ପଞ୍ଜୁରୀକୁ ଦେଖ, ଓ ତା' ଭିତରେ
ଖୁଦ ଖୁଣ୍ଟି ଖାଉଥିବା ଶାରୀଟିକୁ
ଦେଖ...
ସେ ପଞ୍ଜୁରୀ ଦିଶୁଛି କି ତୁମକୁ
ପୃଥିବୀ ଭଳି?
ଆକାଶ ଭଳି, ସବୁଜ ପତ୍ର ଭଳି,
ନେନ୍ଥାଏ ଫୁଲ ଭଳି ?
ସେ ଶାରୀର ଡାକ…