ନିଆଁରେ ଜଳିଗଲା ୩୦ ବଖରା ଘର By ଜିତେନ୍ଦ୍ର କୁମାର ଜେନା On Jun 18, 2019 ଆସିକା : ଗଞ୍ଜାମ ଜିଲାର ଧରକୋଟ ବ୍ଳକ ଶରଧାପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ଟି ପରିବାରର ୩୦ ବଖରା ଘର ଜଳି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । Fire In Home Share
Comments are closed.