Odisha Link
Bridging the Missing Links in Odisha
Daily Archives

June 19, 2019

ନିଆଁରେ ଜଳିଗଲା ଝିଅ, ମା’ ଓ ୨ ପିଲା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଯାଇଛି। ନିଆଁରେ ପୋଡ଼ି ହୋଇ ଝିଅର ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅନ୍ୟ ୨ ପିଲା ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ମା’ଙ୍କ ସହ ଗୋଟାଏ ଝିଅ ଓ ପୁଅ ଅଛନ୍ତି। ସେମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି…

୫୦ ଛୁଇଁଲେ ରାହୁଲ, ଜନ୍ମଦିନର ଶୁଭେଚ୍ଛା…

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ତାଙ୍କୁ ଟୁଇଟ୍‌ର ମାଧ୍ୟମରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜନ୍ମଦିନରେ ଶ୍ରୀ ରାହୁଳ ଗାନ୍ଧୀଙ୍କୁ ଶୁଭେଚ୍ଛା। ତାଙ୍କର…

ଚାଲିଛି ଶ୍ରୀଅଲାରନାଥଙ୍କ ଦର୍ଶନ

ବ୍ରହ୍ମଗିରି : ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ରତ୍ନ ସିଂହାସନ ଛାଡି ଅଣସର ଘରେ ଚତୁର୍ଦ୍ଧାମୂରତି। ସେପଟେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ଦର୍ଶନର ଆଜି ହେଉଛି ଦ୍ୱିତୀୟ ଦିନ। ଅତ୍ୟଧିକ ସ୍ନାନ ଯୋଗୁଁ ଚତୁର୍ଦ୍ଧାବିଗ୍ରହ ଜ୍ୱରରେ ପଡିରହିଛନ୍ତ । ଦଇତାପତି ସେବାୟତମାନେ…

ରାଜ୍ୟ ବିଦ୍ୟୁତ୍‌ କଣ୍ଟ୍ରାକ୍ଟରଙ୍କ…

ଭୁବନେଶ୍ୱର : ବାତ୍ୟା ‘ଫନୀ’କୁ ଦେଢମାସ ପୂରିଗଲାଣି ବସିଲାଣି । ଏବେ ବି ପୁରୀ ଜିଲ୍ଲାର ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ସହରାଞ୍ଚଳକୁ ବାଦ୍‌ ଦେଲେ ଗାଁ ଗଣ୍ଡା ଅବସ୍ଥା କହିଲେ ନ ସରେ । ପୁରୀ ଜି‌ଲ୍ଲାକୁ ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବାକୁ ଆହୁରି ୬ ମାସ ଲାଗିଯିବ ବୋଲି କାର୍ଯ୍ୟରେ…

୬ଟି ଜିଲ୍ଲାକୁ ସତର୍କ ସୂଚନା ଦେଲା…

ଭୁବନେଶ୍ୱର : ରାଜ୍ୟର କିଛି ଜିଲ୍ଲାରେ ଆଜି ଧୂଳିଝଡ଼, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୨ଟା ୧୫ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ…

ସରପଞ୍ଚଙ୍କ ପୁଅଙ୍କୁ ହତ୍ୟା ଅଭିଯୋଗ

ଛତ୍ରପୁର: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତର ଜଣେ ପୂର୍ବତନ ସରପଞ୍ଚଙ୍କ ପୁଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୨୦ରୁ ଊର୍ଦ୍ଧ୍ଵ ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ମୃତକଙ୍କ…

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ବର : ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପରୀକ୍ଷା ଫଳ । ଦିନ ସାଢେ ୧୨ଟାରେ ସଚିବାଳୟରେ ପରୀକ୍ଷା ଫଳ ଘୋଷଣା ହେବ । ଉଭୟ ଅନଲାଇନ ଓ ଅଫ୍ ଲାଇନରେ ରେଜଲ୍ଟ ପ୍ରକାଶ ପାଇବ । ପିଜି କୋର୍ସ ପାଇଁ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏମ ଫାର୍ମା ,…

ଆଜି ଜନ୍ମ ମାଟିରେ ପହଞ୍ଚିବ ଓଡିଆ…

ଭୁବନେଶ୍ବର : ଆଜି ଓଡିଶା ଆସିବ ସହିଦ ଓଡିଆ ଯବାନ ଅଜିତ କୁମାର ସାହୁଙ୍କ ପ୍ରାର୍ଥୀବ ଶରୀର । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ କାମାକ୍ଷାନଗର ନିଆଯିବ ମରଶରୀର । ପୈତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦଙ୍କ ଶେଷକୃତ୍ୟ କରାଯିବ । ଦୁଃଖରେ ମ୍ରିୟମାଣ ହୋଇପଡିଥିବା ପରିବାର ଓ ଗାଁ ଲୋକେ…

୨୦୨୧ ଆଇସିସି ମହିଳା ବିଶ୍ୱକପ୍: ଘୋଷଣା…

କ୍ରାଏଷ୍ଟଚର୍ଚ୍ଚ: ମହିଳା କ୍ରିକେଟ୍ ବିଶ୍ବକପ୍‌ ପାଇଁ ବାଜିଲା ବିଗୁଲ। ୨୦୨୧ରେ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ହେବ ଆଇସିସି ମହିଳା ବିଶ୍ୱକପ। ଏହି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ୨୦୨୧ ଜାନୁଆରୀ ୩୦ରୁ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପଞ୍ଚମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ମିଳିତ କିମ୍ବା ଏକାକୀ…