Odisha Link
Bridging the Missing Links in Odisha
Daily Archives

June 24, 2019

ଦୟା ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ…

ଭୁବନେଶ୍ବର : ଆଜି ସକାଳୁ ଦୟାନଦୀର ବେଣାବିଲ ନିକଟକୁ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇଥିବା ବେଳେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ତେବେ ସେମାନେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ, ବରପଦା ଗାଁର ରଘୁନାଥ ବେହେରା ଗତ ଶନିବାର ଦିନ ଗାଈ ନେଇ ଚରାଇବାକୁ…

ଦୌଡ଼ ରାଣୀ ଦୂତୀଙ୍କୁ ନେଇ ତିଆରି ହେବ…

ମୁମ୍ବାଇ : କିଛି ଦିନ ହେଲା ଚର୍ଚ୍ଚାରେ ରହିଆସୁଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ । ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କିଛିଦିନ ପୂର୍ବରୁ କମେଡ଼ି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ’ରେ ଦୂତୀ ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଯୋଗ ଦେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ।…

ଦବଙ୍ଗ ବିଧାୟକ ଗିରଫ, କୋର୍ଟରେ ହାଜର

ବଲାଙ୍ଗୀର: ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର ଗିରଫ। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଥିଲା। ପୁଲିସ୍ ତାଙ୍କୁ ବଲାଙ୍ଗୀର ଏସପି ଅଫିସରେ ପଚରାଉଚାରା ଚାଲିଥିଲା ସୂଚନା ରହିଛି। ପଚରାଉଚରା ପରେ ସରୋଜଙ୍କୁ ପାଟଣାଗଡ଼ ଥାନାକୁ ନେଇଥିଲା ପୁଲିସ୍। ଥାନରେ ତାଙ୍କ…

ଘର କାନ୍ଥ ପଡି ଚାଲିଗଲା ଦୁଇଟି ଜୀବନ

ଯାଜପୁର : ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି । ପୁରୁଣା ଘର ମାଟି କାନ୍ଥ ପଡ଼ି ଜଣେ ଶ୍ରମିକ ସମେତ ଘର ମାଲିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକମାନେ ହେଲେ ଘରମାଲିକ ବନମାଳୀ ସାହୁ ଓ ଚନ୍ଦନ ଲେଙ୍କା । ଆହତ ମଜୁରିଆଙ୍କୁ ଧର୍ମଶାଳା…

ବିଧାନସଭା ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କ…

ଭୁବନେଶ୍ବର : ବିଧାନସଭା ପାଇଁ ନୂଆ ପରମ୍ପରା । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଧାନସଭା ସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ଟା ୩୦ ରେ ଏହି…

କ୍ରିକେଟ ମହାକୁମ୍ଭ ୨୦୧୯: ସେମିଫାଇନାଲ…

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ୨୦୧୯ର ୩୦ ତମ ମ୍ୟାଚ ପାକିସ୍ତାନ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମୁକାବିଲାରେ ସାଉଥ ଆଫ୍ରିକାକୁ ହରାଇ ପାକିସ୍ତାନ ବିଜୟୀ ହୋଇଛି। ବର୍ତ୍ତମାନ କ୍ରିକେଟ ମହାକୁମ୍ଭର ଦ୍ବାଦଶ ସଂସ୍କରଣର ପ୍ରାୟ ଅଧାରୁ ଅଧିକ ଲିଗ୍‌ ମ୍ୟାଚ ଶେଷ ହୋଇ ସାରିଲାଣି। ତେବେ…

ମୋ ବସ୍ ସେବା ଷ୍ଟପ !

ଭୁବନେଶ୍ବର : ଭୁବନେଶ୍ୱରରେ ‘ମୋ ବସ୍’ କଣ୍ଡକ୍ଟର କର୍ମଚାରୀମାନେ ବକେୟା ଦରମା ଦାବିକରି ଧାରଣା ଦେଇଛନ୍ତି । ଫଳରେ ଆଜି ରାଜଧାନୀର ବିଭିନ୍ନ ରୁଟ୍‌ରେ ‘ମୋ ବସ୍‌’ ଚଳାଚଳ ବନ୍ଦ ରହିଛି । ବର୍ତ୍ତମାନ ୧୨ଟି ରୁଟରେ ପାଖାପାଖି ୧୦୦ଟି ବସ୍ ଅଟକି ରହିଥିବା ବେଳେ ଯାତାୟାତ ପାଇଁ ଯାତ୍ରୀମାନେ ନାହିଁ ନଥିବା…

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର…

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଜୁନ୍ ୨୫ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଜୁନ ୨୫ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଚାଲିବ ଜୁଲାଇ ୧୨ରୁ ଅଗଷ୍ଟ ୮…

ଭୁବନେଶ୍ବରରେ ହାଇଦ୍ରାବାଦ-ଗୌହାଟୀ…

ଭୁବନେଶ୍ବର : ଜଣେ ଯାତ୍ରୀଙ୍କ ଉତ୍ପାତ ଯୋଗୁଁ ହାଇଦ୍ରାବାଦରୁ ଗୌହାଟି ଯାଉଥିବା ଇଣ୍ଡିଗୋ ବିମାନକୁ ଭୁବନେଶ୍ବରରେ ଜରୁରୀ ଅବତରଣ କରାଇବାକୁ ପଡ଼ିଛି। ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନବନ୍ଦର ଥାନ ପୁଲିସ ଜିମା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଇର୍ସାଦ ଅଲ୍ଲୀ ନାମକ ଯୁବକ ଗୌହଟି ଯିବା ପାଇଁ…

ଆର୍‌ବିଆଇକୁ ଝଟକା, ଡେପୁଟି ଗଭର୍ଣ୍ଣର…

ମୁମ୍ବାଇ: ୭ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (ଆର୍‌ବିଆଇ)କୁ ପୁଣି ଏକ ବଡ଼ ଝଟକା ଲାଗିଛି। କାହିଁକିନା ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ବିରଳ ଆଚାର୍ଯ୍ୟ। ତାଙ୍କ କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ପୂର୍ବରୁ ଗତବର୍ଷ ଡିସେମ୍ବର…