Odisha Link
Bridging the Missing Links in Odisha
Daily Archives

June 26, 2019

ଭାଇ ନାଁରେ ଦୁଇ ବର୍ଷରେ ୩୦ ଲକ୍ଷ ଲୁଟ୍

ଭୁବନେଶ୍ବର: ‘ମୁଁ ଭାଇ କହୁଛି। ବହୁତ ଲୁଟିଲଣି, ଲକ୍ଷେ ଟଙ୍କା ରଖିଥିବ। କାଲି ୧୧ଟା ବେଳେ ମୋ ପିଲା ପହଞ୍ଚିବେ। ନ ହେଲେ ଗୁଳି ଗୋଟିଏ କାନରେ ପଶି ଆର ବାଟେ ବାହାରିବ।’ ନା ସତରେ କେହି ‘ଭାଇ’ ଥିଲେ, ନା ଏମାନେ ପୂର୍ବରୁ ଦାଦାଗିରି କରି ବଟି ନେଇଥିଲେ। ହେଲେ ଏଭଳି ଧମକାଇ ଟଙ୍କପାଣି ରୋଡ୍‌ ଖଟାମିଠା…

ଅଶୋକ ପରିଜା ହେଲେ ନୂଆ ଆଡ଼ଭୋକେଟ୍…

କଟକ : ବରିଷ୍ଠ ଆଇନଜୀନୀ ଅଶୋକ ପରିଜା ବୁଧବାର ହାଇକୋର୍ଟର ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡ଼ଭୋକେଟ୍ ଜେନେରାଲ ପଦବୀରେ ଥିବା ସୂର୍ଯ୍ୟ ମିଶ୍ରଙ୍କ ଠାରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଅଶୋକ ପରିଜା ବାର କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଥିଲେ।…

କୃଷି ଓ କୃଷକ ପ୍ରସଙ୍ଗରୁ ଆରମ୍ଭ ହେଲା…

ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ଦିନରେ ଗୃହ କାର୍ଯ୍ୟ ସ୍ବଭାବିକ ରହିଛି । କୃଷି ଓ କୃଷକ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଥିଲା ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ । ମଣ୍ଡି ସମସ୍ୟା ନେଇ କୃଷି ମନ୍ତ୍ରୀଙ୍କୁ ଘେରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେହିପରି ଆଜି…

ରାଜଧାନୀରେ ଲୁଟ୍‌ ପାଇଁ ମହିଳା ଓ…

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଲୁଟେରାଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୁଟ୍‌ ପାଇଁ ସେମାନେ ଯାତ୍ରୀ ଏବଂ ପଥଚାରୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହାନ୍ତି। ଆଜି ଭୋର ସମୟରେ ଏପରି ଏକ ଘଟଣା ଘଟିଛି। କାରଗିଲ ରୋଡ୍‌ରେ ବାଇକରେ ଆସୁଥିବା ଜଣେ ଯୁବକ ଏବଂ ଜଣେ ମହିଳାଙ୍କୁ…

ଦୁବାଇରେ ଫସିଥିବା ଓଡ଼ିଆ ଯୁବକ ଭାରତ…

ନୂଆଦିଲ୍ଲୀ: ଦୁବାଇରେ ଫସି ରହିଥିବା ଯୁବକ ମାନେ ଗତକାଲି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ଫେରିଥିବା ଓଡ଼ିଆ ଯୁବକମାନେ ଆଜି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଭେଟିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରାଷ୍ଟମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ…

କେବଳ ଯାତ୍ରୀ ଭାବେ ଯାତାୟତ କରିବେ…

ଭୁବନେଶ୍ବର : ଷ୍ଟେସନ ହେଉ ବା ଟ୍ରେନ୍ କିନ୍ନରଙ୍କ ଉପରେ କଟକଣା କରାଯାଇଛି । ସେମାନେ କେବଳ ଯାତ୍ରୀ ଭାବେ ଯାତାୟତ କରିପାରିବେ । ମାତ୍ର ଭିକ୍ଷାବୃତ୍ତି କରିପାରିବେ ନାହିଁ । ପୋଲିସ ଡିଜିଙ୍କ କ୍ୟାମ୍ପ୍ ଅଫିସରେ ବସିଥିବା ପ୍ରଥମ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି…

ଚିକିତ୍ସାଳୟରେ ଭର୍ତ୍ତି ହେଲେ ପାଟଣାଗଡ…

ପାଟଣାଗଡ଼ : ଜେଇଙ୍କୁ ଉଠବସ୍ ମାମଲାରେ ଜେଲରେ ଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ବିଧାୟକ ଶ୍ରୀ ମେହେର ଜଣାଇଥିଲେ । ସଂଧ୍ୟା ପ୍ରାୟ ସାଢେ଼ ୭ଟାରେ ତାଙ୍କୁ…

ଧର୍ମେନ୍ଦ୍ର @୫୦

ଭୁବନେଶ୍ବର: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ସେ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଧର୍ମେନ୍ଦ୍ର ୧୯୬୯ ମସିହା ଜୁନ ୨୬ ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେର ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ପୂର୍ବତନ ଦିବଙ୍ଗତ ବିଜେପି ନେତା ତଥା ପୂର୍ବତନ ସାଂସଦ ଦେବେନ୍ଦ୍ର…

ରାଜ୍ୟରେ ୨୯ ତାରିଖରୁ ବର୍ଷା ହେବାର…

ଭୁବନେଶ୍ୱର : ଲଘୁଚାପ ଦୁର୍ବଳ ହେବା କାରଣରୁ ରାଜ୍ୟରେ ମୌସୁମି ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ବର୍ତ୍ତମାନ ବର୍ଷାର ସମ୍ଭାବନା ନଥିବା ବେଳେ ଏଥିପାଇଁ ଆହୁରି ଚାରିଦିନ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ହିମାଳୟ ପର୍ବତମାଳା ଉପରେ ଟ୍ରଫ୍‌ ଲାଇନ୍ ରହିଥିବାରୁ ରାଜ୍ୟରେ ବର୍ଷାର ପରିମାଣ କମିଛି ବୋଲି…