ସମସ୍ୟା ଘେରରେ ଆଦିବାସୀ ଗ୍ରାମ
ମାଲକାନିଗିରି: ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ପରାଧୀନତାର ସହ ଜୀବନ ଅତିବାହିତ କରୁଛନ୍ତି ଜନତା। ଏମିତି ଏକ ଗାଁ ଅଛି ଯେଉଁ ଗ୍ରାମର ନାମ ମଧ୍ୟ ସରକାରୀ ବାବୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ରାଜନେତା ମାନେ ଅଗଚୋର। ସମସ୍ୟାର କବର ଭିତରେ ଦଶନ୍ଧି ପରେ ଦଶନ୍ଧି ଜୀବନ ଅତିବାହିତ କରୁଛନ୍ତି…