ମଧ୍ୟରାତ୍ର ପର୍ଯ୍ୟନ୍ତ ଲୋକସଭାରେ…
ନୂଆଦିଲ୍ଲୀ: ୧୮ ବର୍ଷ ପରେ ପ୍ରଥମ ଥର ପାଇଁ ମଧ୍ୟରାତ୍ର ପର୍ଯ୍ୟନ୍ତ ସଂସଦରେ ଚର୍ଚ୍ଚା ଚାଲିଥିଲା। ଲୋକସଭାରେ ରେଳ ବଜେଟ୍(ଅନୁଦାନ ଦାବି) ଉପରେ ଚର୍ଚ୍ଚା ରାତି ୧୨ଟା ପର୍ଯ୍ୟନ୍ତ ହୋଇଥିଲା। ଏହି ଆଲୋଚନାରେ ପ୍ରାୟ ୧୦୦ରୁ ଅଧିକ ସାଂସଦ ଉପସ୍ଥିତ ଥିଲେ। ଏଥି ସହିତ ବିପକ୍ଷ ଦଳର ସାଂସଦ ମାନେ ଉପସ୍ଥିତ…