ବାଇକ୍ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ମାଲକାନଗରିରି : ମାଲକାନଗିରି ନିକଟସ୍ଥ ଚମ୍ଫାଖାରି ଠାରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବନମାଳୀ ସିକୁଡୁ, ସଞ୍ଜୟ ସକୁଡୁ ଓ ଶରତ ମାଝି ମାଥିଲିରୁ ଫେରୁଥିାବା ବେଳେ ତାଙ୍କ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ନୂଆ କରି ତିଆରି ହେଉଥିା କାନ୍ଥରେ ପିଟିହୋଇ ଯାଇଥିଲା। ଘଟଣା ଫଳରେ ବନମାଳୀ ସିକୁଡୁ, ସଞ୍ଜୟ ସକୁଡୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଶରତ ମଝି ମାଲକାନଗିରି ଚିକିତ୍ସାଳୟ ରେ ଚିକିତ୍ସା ଭର୍ତ୍ତି କରାଯାଇଛି।
Comments are closed.