Odisha Link
Bridging the Missing Links in Odisha
Daily Archives

July 15, 2019

ପାରାମେଡିକାଲ୍‌ କର୍ମଚାରୀ କାର୍ଯ୍ୟବନ୍ଦ…

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପାରାମେଡିକାଲ୍‌ କର୍ମଚାରୀମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଗତ ୨୬ ତାରିଖରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ମେଡିକାଲରେ ଗଣ୍ଡଗୋଳ ଓ ଭଙ୍ଗାରୁଜା କରିଥିଲେ। ଏପରିକି ଆଇସିୟୁ ଭିତରେ ପଶି…

୦ ରନରେ ବିଶ୍ବକପ୍‌ ହାରି କ’ଣ…

ଲଣ୍ଡନ: ଦୀର୍ଘ ୪୫ ଦିନର ଖେଳ ପରେ କ୍ରିକେଟ ଜଗତକୁ ନୂଆ ବିଶ୍ବକପ୍‌ ବିଜୟୀ ଦଳ ମିଳିଯାଇଛି। ଗତକାଲି ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡ ଦଳ ବିଶ୍ବବିଜୟୀ ହୋଇଛି। ଟାଇ ଟାଇ ପରେ ଟାଇଟଲ ହାତେଇଛି କ୍ରିକେଟର ଜନକ ଇଂଲଣ୍ଡ ଦଳ। ଅପରପକ୍ଷେ ସାରା ବିଶ୍ବବାସୀଙ୍କ ଦୃଦୟ ଜିତିଛି ନ୍ୟୁଜିଲାଣ୍ଡ ଦଳ। ପ୍ରଥମ ଥର ପାଇଁ ୦…

ଆଜିଠାରୁ ଓଟିଇଟି ପରୀକ୍ଷା ପାଇଁ…

ଭୁବନେଶ୍ୱର : ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପାଇଁ ଆଜିଠାରୁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଆଶାୟୀ ପ୍ରାର୍ଥୀମାନେ ୨୬ ତାରିଖ ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ। ତେବେ ଅନଲାଇନ୍ ପେମେଣ୍ଟ ପାଇଁ ଶେଷ ତାରିଖ ୨୯ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।…

ଆଜି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ

ନୟାଗଡ଼ : ଦଶପଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ ଡାକରା ଦିଆଯାଇଛି। ଦଶପଲ୍ଲା ଉପକାରଗାରକୁ ନୟାଗଡ଼ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଛି। ଆନ୍ଦୋଳନକାରୀମାନେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଗାଡ଼ି…

ପାଟକୁରାରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ୩…

କେନ୍ଦ୍ରାପଡ଼ା : ଆଉ ମାତ୍ର ଚାରି ଦିନ ପରେ ପାଟକୁରା ନର୍ବାଚନ । ପାଟକୁରାରୁ ଡେରାବିଶ, ଡେରା ପକାଇଛନ୍ତି ନେତା । ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟକୁରାରେ ସେତିକି ନେତାଙ୍କ ସୁଅ ଛୁଟୁଛି ।ପାଟକୁରାରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ସବୁ ରାଜନୈତିକ ଦଳ । ନିର୍ବାଚନ ପ୍ରଚାରରେ ଦୁଲୁକୁଛି ଦାଣ୍ଡ ।…

ବଜେଟ ଅନୁଦାନ ଦାବି ଆଲୋଚନା : ବିଧାନସଭା

ଭୁବନେଶ୍ୱର : ଆଜିଠାରୁ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷର ବଜେଟ ଅନୁଦାନ ଦାବି ଉପରେ ଆଲୋଚନା ଆରମ୍ଭ ହେବ। ଏହି ଆଲୋଚନା ମଝିରେ ଦୁଇଟି ରବିବାରକୁ ଛାଡ଼ି ଦୀର୍ଘ ୧୪ ଦିନ ଅର୍ଥାତ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ବିଭାଗର ଅନୁଦାନ ଦାବି ଉପରେ ଆଲୋଚନା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟି…

ମଣ୍ଡି ବନ୍ଦ ଯୋଗୁଁ ଧାନ ବିକି ପାରିଲେନି…

ଧର୍ମଗଡ଼ : ସରକାରୀ ମଣ୍ଡି ବନ୍ଦ ହୋଇ ଯିବାରୁ ଧାନ ବିକ୍ରୟ କରି ପାରି ନ ଥିବା ଚାଷୀମାନେ ସୋମବାର ସକାଳୁ ଧର୍ମଗଡ଼ର ଚାରିଛକ ଠାରେ ଧାନବସ୍ତା ଥୋଇ ରାଜପଥ ଅବରୋଧ କରିଛନ୍ତି । ଆଖପାଖ ଅଞ୍ଚଳରୁ ୨୦୦ ସରିକି ଚାଷୀ ଧର୍ମଗଡ଼-ଭବାନୀପାଟଣା ରାସ୍ତାର ଚାରିଛକରେ ପ୍ରାୟ ୧୫ ହଜାର ଧାନବସ୍ତା ଜମା କରି ସକାଳ ପ୍ରାୟ…

ଓଲଟିଲା ଗୋରୁ ବୋଝେଇ ଟ୍ରକ ୨୫ ଗୋରୁ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ଏକ ଗୋରୁ ବୋଝେଇ ଟ୍ରକ ଓଲଟି ୨୫ ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଟ୍ରକର ଚାଳକ ଓ ହେଲପର ଫେରାର ହୋଇଯାଇଛନ୍ତି। ପଶ୍ଚିମବଙ୍ଗରୁ ବେଆଇନ ଗୋ ଚାଲାଣ ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ି ଭିତରେ…

ସ୍ଥଗିତ ହେଲା ‘ଚନ୍ଦ୍ରଯାନ-୨’…

ନୂଆଦିଲ୍ଲୀ: ସ୍ଥଗିତ ହେଲା ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ମିଶନ। ସୋମବାର ଭୋର ୨ଟା ୫୧ ମିନିଟ ସମୟରେ ଏହାର ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି। ଆଗାମୀ…

ଗୋଟିଏ ପରିବାରର ୩ଭାଇଙ୍କୁ ବିଚ୍ ବଜାରରେ…

ପୁରୀ : ନୀଳାଦ୍ରି ବିଜେ ପୂର୍ବରୁ ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ ମର୍ଡର ହୋଇଛି । ଗୋଟିଏ ପରିବାର ୩ ଜଣଙ୍କୁ ବିଚ୍ ବଜାରରେ ଦୁର୍ବୃତ୍ତ ମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଏବଂ ପର୍ଶୁ ବେହେରା। ଏମାନେ ଗୋଟିଏ ପରିବାର ୩ ଭାଇ । ପୂର୍ବ…