ନକଲି ମୋବିଲ କାରଖାନା ଠାବ

ବାଲେଶ୍ୱର : ବାଲେଶ୍ୱର ଅରଡବଜାରରୁ ଏକ ନକଲି ମୋବିଲ କାରଖାନା ଠାବ କରାଯାଇଛି। ଏଠାରେ ବିଭିନ୍ନ ବ୍ରାଣ୍ଡର ନକଲି ଷ୍ଟିକର ଲଗାଯାଇ ମୋବିଲ ବିକ୍ରି କରାଯାଉଥିଲା। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ସହଦେବଖୁଣ୍ଟା ପୁଲିସ ଚଢ଼ଉ କରି ବିପୁଳ ପରିମାଣର ନକଲି ମୋବିଲ ଜବତ କରିଛି।
ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ନକଲି ମୋବିଲ କମ୍ପାନୀର ମାଲିକ ଫେରାର ହୋଇଯାଇଥିବା ସୂଚନା ମିଳିଛି।
Comments are closed.