କୁଆଡ଼େ ଗଲା ଓଡ଼ିଶା ବିଶ୍ୱବିଦ୍ୟାଳୟ…
ଭୁବନେଶ୍ୱର: ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ର ଉଲ୍ଲଂଘନ ହେଉଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହି ଆଇନ ଅନୁସାରେ ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଡିଟ୍ ରିପୋର୍ଟ ଗୃହରେ ଉପସ୍ଥାପନ କରୁନାହାନ୍ତି।
ବିଗତ ୨୦ ବର୍ଷ ଧରି…