Odisha Link
Bridging the Missing Links in Odisha
Daily Archives

July 22, 2019

ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ମିଳିଲା…

କଟକ : କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ଆଜି ଗୋଟିଏ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ସମୁଦାୟ ୩ଟି ମାମଲା ଥିଲା। ଏହି ୩ଟି ମାମଲା ମଧ୍ୟରୁ ଇତିମଧ୍ୟରେ ସେ ଦୁଇଟି ମାମଲାରେ ଜାମିନ ପାଇସାରିଥିଲେ। ଏବେ ଶେଷ ମାମଲାରେ ମଧ୍ୟ…

‘ଚନ୍ଦ୍ରଯାନ-୨’ର କିଛି ଜଣା…

ନୂଆଦିଲ୍ଲୀ: ଆଉ ଅଳ୍ପ ସମୟପରେ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ହେବ। ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ନେଇ ଜହ୍ନ ରାଇଜକୁ ଯାତ୍ରା କରିବ ସବୁଠାରୁ ଶକ୍ତିଶାଳୀ ୬୪୦ ଟନ୍ ଓଜନ ବିଶିଷ୍ଟ GSLV ମାର୍କ -3 ରକେଟ୍ ‘ବାହୁବଳୀ’। ଏଥିପାଇଁ ରିହର୍ସଲ ସଂପୂର୍ଣ୍ଣ ହୋଇଛି ଏବଂ ସବୁକିଛି ଠିକ୍‌ଠାକ୍‌ ରହିଛି…

ଆତ୍ମହତ୍ୟା କଲେ ଶିକ୍ଷକ

ଆସିକା : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ନୂଆବେଢ଼ା ପୋଖରୀ ନିକଟରେ ଥିବା ଏକ ଗଛରେ ଜଣେ ଶିକ୍ଷକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମୃତ ଶିକ୍ଷକଙ୍କ ନାଁ ମୋହନ ରାଓ। ସେ ଭେଟସିଙ୍ଗି ଗ୍ରାମସ୍ଥିତ ସରକାରୀ ବିଦ୍ୟାଳୟର ଶିକ୍ଷକ ଥିଲେ। କରଜରେ ବୁଡ଼ି ରହି ଶିକ୍ଷକ ଜଣଙ୍କ ଆତ୍ମହତ୍ୟା…

ଭୁବନେଶ୍ବରରେ ଛାତ୍ରଛାତ୍ରୀଙ୍କ ସହ…

ଭୁବନେଶ୍ବର: ଏକ ସ୍ବତନ୍ତ୍ର ଶୋ'ରେ ଭୁବନେଶ୍ବରର ଛାତ୍ରଛାତ୍ରୀଙ୍କ ସହ 'ସୁପର ୩୦' ସିନେମା ଦେଖିଛନ୍ତି ବିହାରର ପ୍ରସିଦ୍ଧ ଗଣିତଜ୍ଞ ଓ ଶିକ୍ଷକ ଆନନ୍ଦ କୁମାର। ତାଙ୍କ ଜୀବନୀ ଆଧାରିତ ଓ ହ୍ରିତିକ୍‌ ରୋଶନଙ୍କ ଅଭିନୀତି 'ସୁପର ୩୦' ଭୁବନେଶ୍ବର ସମେତ ସାରା ଦେଶରେ ଜୁଲାଇ ୧୨ ତାରିଖ ଠାରୁ ମୁକ୍ତିଲାଭ…

ଦୋକାନରୁ ଲୁଟ ଅଭିଯୋଗ

ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ଭାପୁର ବଜାରରେ ରବିବାର ବିଳମ୍ବିତ ଏକ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। କିଛି ଦୁର୍ବୃତ୍ତ ଦୋକାନର ତାଲା ଭାଙ୍ଗି ଦୋକନ ଡ଼୍ରରେ ଥିବା ନଗଦ ୬୦ ହଜାର ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରି କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ…

ସଚିନ ତେନ୍ଦୁଲକର ଏବଂ ହିମା ଦାସଙ୍କ…

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଆଥଲେଟ୍‌ ହିମା ଦାସ ଏବେ ଖୁବ୍‌ ଚର୍ଚ୍ଚାରେ। କାରଣ ଇଉରୋପରେ ଆୟୋଜିତ ହେଉଥିବା କ୍ରୀଡ଼ାରେ ୫ଟି ସ୍ବର୍ଣ୍ଣ ପଦକ ଜିତି ସମସ୍ତ ଭାରତୀୟଙ୍କ ମନରେ ଘର କରିଛନ୍ତି ସୁନା ଝିଅ ହିମା ଦାସ। ଏଥିପାଇଁ ହିମାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। କ୍ରିକେଟର କିମ୍ବଦନ୍ତୀ ଖେଳାଳି ମଧ୍ୟ…

ମଦ ବିକ୍ରିକୁ ପ୍ରୋତ୍ସାହନ ପୁରସ୍କାର…

ଭୁବନେଶ୍ବର : ଆଜି ବିଧାନସଭରେ ମଦ ବିକ୍ରି ପାଇଁ ପୁରସ୍କାର ପ୍ରସଙ୍ଗ ଆଲୋଚନା ହୋଇଛି । ଏନେଇ ସଫେଇ ରଖିଛନ୍ତି ମନ୍ତ୍ରୀ । ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି ଅବକାରୀ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ବିଧାନସଭାରେ କହିଛନ୍ତି ମଦ ବିକ୍ରିର ପ୍ରସାର ପାଇଁ ସରକାର ସେଭଳି କୌଣସି ନିଷ୍ପତି ନେଇ ନାହିନ୍ତି।…

ବେଆଇନ ଗୋରୁ ଚାଲାଣ ଉପରେ ଏସଟିଏଫର ଚଢ଼ାଉ

କଟକ : ଗୋରୁ ବୋଝେଇ କଣ୍ଟେନର ସହ ଗୋଟିଏ ବୋଲେରୋ ଓ ସ୍କୋର୍ପିଓ ଗାଡିକୁ ଜବତ କରିଛି ଏସଟିଏଫ। ଏଥିସହ ନଅ ଜଣଙ୍କୁ ଗିରଫ କରିଛି ।ଗତକାଲି ଅନୁଗୁଳ ଓ ନରସିଂହପୁର ଅଞ୍ଚଳରେ ଗୋରୁ ବୋଝେଇ କରି କଣ୍ଟେନର କଲିକତା ଅଭିମୁଖେ ଚୌଦ୍ବାର ଦେଇ ଯାଉଥିବାର ଖବର ପାଇ କମିଶନରେଟ ପୋଲିସର ଏସଟିଏଫ ଟିମ ଜାତୀୟ ରାଜପଥ-୫୫ର…

ଆଇଏମଏଫର ନୂଆ ଏମ୍‌ଡି ହୋଇପାରନ୍ତି…

ନୂଆଦିଲ୍ଲୀ: ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ ଏବେ ଚର୍ଚ୍ଚାରେ। ରଘୁରାମ୍ ରାଜନ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ନୂତନ ମ୍ୟାନେଜିଂ ଡାଇରେକ୍ଟର ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଜୋର ଚର୍ଚ୍ଚା ଧରିଛି। ବ୍ରିଟିଶ ମିଡିଆରେ ଚର୍ଚ୍ଚା ହେଉଥିବା ଖବର ଅନୁସାରେ ରାଜନଙ୍କ ନାଁ ଏହି ତାଲିକାର…

କଳାହାଣ୍ଡିରେ ମାଓବାଦୀଙ୍କ ନରସଂହାର

କଳାହାଣ୍ଡି : କଳାହାଣ୍ଡିରେ ନରସଂହାର ଚଳାଇଛନ୍ତି ମାଓବାଦୀ । ମାତ୍ର ୧୨ ଘଣ୍ଟା ଭିତରେ ଗଡାଇଛନ୍ତି ଦୁଇ ଦୁଇଟି ମୁଣ୍ଡ । ପାହାଡପଦର ସାପ୍ତାହିକ ହାଟରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳି କରି ହତ୍ୟା କରିବାର ମାତ୍ର ୬ ଘଣ୍ଟା ପରେ ବିଶ୍ୱନାଥପୁର ଥାନା ବାବୁ ପଦର ଗାଁରେ ଭୀମ ଦୋରାଙ୍କୁ ଗୁଳି କରି…