ନିଯୁକ୍ତି ନେଇ ବିଧାନସଭାରେ ସ୍ୱର ଉଠାଇଲେ…
ଭୁବନେଶ୍ବର : ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ଫର୍ମାଟ୍ ଲାଗୁ କରିବା ପାଇଁ ବିଧାନସଭାରେ ଉଠିଲା ଦାବି । ଆନ୍ଧ୍ରପ୍ରଦେଶରେ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ସ୍ଥାନୀୟ ଯୁବକ ଏବଂ ଯୁବତୀଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶାରେ…