ବଙ୍ଗୋପସାଗରରେ ଲଘୁଚାପ : ୩ ଦିନ ଯାଏଁ…
ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉପକୂଳରୁ ଉପାନ୍ତ, ମାଲକାନଗିରିରୁ ମୟୂରଭଞ୍ଜ ସବୁଠି ବର୍ଷା ଲାଗି ରହିଛି । ୨୯ ତାରିଖ ଯାଏଁ ବର୍ଷା ଲାଗି ରହିବ । ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ବରଗଡର, ସୋନପୁର ଓ ନୂଆପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…