Odisha Link
Bridging the Missing Links in Odisha
Daily Archives

July 29, 2019

ବିଦେଶରେ ସୁଦର୍ଶନଙ୍କୁ ସଫଳତା

ଭୁବନେଶ୍ୱର : ବୋଷ୍ଟନରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିଅନ୍‌ଶିପ୍‌ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ପିପୁଲ୍ସ ଚଏସ୍ ଆଓ୍ୱାର୍ଡ’ ମିଳିଛି। ପ୍ଲାଷ୍ଟିକ ପ୍ରଦୂଷଣରୁ ସମୁଦ୍ରକୁ କିଭଳି ରକ୍ଷା କରାଯାଇପାରିବ, ସେହି ବାର୍ତ୍ତା ନେଇ ‘SAVE THE OCEAN’ ଶୀର୍ଷକରେ ସୁଦର୍ଶନ ଏକ ବାଲୁକା କଳା…

ସହିଦ ଦିବସ ମାଓ ହିଂସାର ଶିକାର ହୋଇଥିବା…

ମାଲକାନଗିରି : ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଯାଏ ସି ପି ଏଇ ମାଓବାଦୀ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଉଛି । ପ୍ରଥମ ଥର ପାଇଁ ମାଓବାଦୀଙ୍କ ବଦଳରେ ମାଓ ହିସାଂର ଶିକାର ହୋଇଥିବାବ୍ୟକ୍ତିଙ୍କ ପାଇଁ ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ର କରୁକୋଣ୍ଡା ଗ୍ରାମରେ ସ୍ମୃତି ସ୍ତମ୍ଭକୁ ଧଳା ରଙ୍ଗ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କର…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଉଜ୍ଜଳପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରେହୀଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଦୁଇ ଜଣ ବାଇକରେ ନିଜ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ…

କଟକରେ ଆତଙ୍କ ଖେଳାଇଥିବା ସାଇକୋ କିଲର୍…

କଟକ : କଟକରେ ବେଶ୍ କିଛି ଦିନ ହେଲା ଆତଙ୍କ ଖେଳାଇଥିବା ସାଇକୋ କିଲର୍‌କୁ ଶେଷରେ କମିଶନରେଟ୍ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। କଟକ ଡିସିପି ଅଖିଳେଶ୍ୱର ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାଁ ନାରାୟଣ ସାହୁ। ତାଙ୍କ ଘର ଗଞ୍ଜାମ ଅଞ୍ଚଳରେ।…

ବାହାରେ ଛିଡ଼ା ହୋଇଥିବା ମହିଳାଙ୍କ ବେକ…

କଟକ : କଟକରେ ପୁଣି କିଲର୍‌ ଆତଙ୍କ। ଗତକାଲି ରାତିରେ ଯୋବ୍ରା ମଲା ସାହିରେ ଜଣେ ମହିଳାଙ୍କ ବେକକୁ କେହି ଦୁର୍ବୃତ୍ତ କାଟି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସନ୍ଧ୍ୟା ତରାଇ। ମିଳିଥିବା ସୂଚନା ଅନୁସାରେ, ଘର ବାହାରେ ସନ୍ଧ୍ୟା ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତ ଜଣଙ୍କ ସ୍କାର୍ଫ ଘୋଡ଼ାଇ ହୋଇ…

ଆଜି ଶ୍ରାବଣ ଦ୍ବିତୀୟ ସୋମବାର :…

ଭୁବନେଶ୍ବର : ଆଜି ଶ୍ରାବଣର ଦ୍ବିତୀୟ ସୋମବାର । ବଡି ଭୋରରୁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ଜଳଲାଗି କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବିଶେଷ ଭାବେ ମହାପ୍ରଭୂ ଲିଙ୍ଗରାଜ , ପୁରୀ ଲୋକନାଥ, ଢେଙ୍କାନାଳ ଓକୋରାପଟ ଆଦି ସ୍ଥାନରେ ଶୈବ କ୍ଷେତ୍ର ଗୁଡିକରେ ନାହିଁ ନଥିବା ଭି଼ଡ଼ ଅନୁଭୂତ ହେଉଛି…

ମାଲକାନଗିରିରେ ବନ୍ୟା ସ୍ଥିତି

ମାଲକାନଗିରି: ମାଲକାନଗିରିରେ ଗତ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଯାହା ଫଳରେ ଜିଲ୍ଲାରେ ସ୍ଥିତି ପୁରା ବେହାଲ୍‌। ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ପୋଟେରୁ, କାଙ୍କୋରକୋଣ୍ଡା, କନ୍ୟାଶ୍ରମ, ଏମ୍‌ଭି ୯୦, କୋରକୁଣ୍ଡା ଭଳି ସ୍ଥାନରେ ଥିବା ପୋଲ ଉପରେ ବର୍ଷା…