ରାଜ୍ୟସଭାରେ ତିନି ତଲାକ ବିଲ ପାରିତ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲ୍ ବା ବିବାଦୀୟ ମହିଳା ସୁରକ୍ଷା (ବିବାହ ଅଧିକାର ଆଇନ) ଆଜି ରାଜ୍ୟସଭାରେ ପାରିତ ହୋଇଯାଇଛି। ଦୀର୍ଘ ଡିବେଟ୍ ପରେ ଏହି ବିଲ ସପକ୍ଷରେ ୯୯ ଟି ଭୋଟ ଓ ବିରୋଧରେ ୮୪ ଟି ଭୋଟ ପଡିଥିଲା। ଏହା ପୂର୍ବରୁ ଏହି ବିଲ୍କୁ ଏକ ସିଲେକ୍ଟ କମିଟିକୁ ପଠାଇବା ପାଇଁ…