Odisha Link
Bridging the Missing Links in Odisha
Daily Archives

August 2, 2019

ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ…

ସୁନ୍ଦରଗଡ : ଚାଲି ଚାଲି ଯାଉଥିବା ବେଳେ ମାଡିଗଲା ଟ୍ରକ୍ । ଘଟଣାସ୍ଥଳରେ ଦୁଇ ହୋଟେଲ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ସୁନ୍ଦରଗଡ ଟାଉନ ଥାନା ସମ୍ମୁଖରେ ଦୁର୍ଘଟଣା ହୋଇଛି । ସକାଳୁ ଚାଲି ଚାଲି କାମ କରୁଥିବା ହୋଟେଲକୁ ଯାଉଥିଲେ ।…

ରାଜଧାନୀରେ ସିରିଏଲ ଆଟାକ୍ ପରେ ଆକ୍ସନ…

ଭୁବନେଶ୍ବର : ଗତ ଦୁଇ ଦିନ ଧରି ସାରା ରାତି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲିଛି ଚେକିଂ ଓ ବ୍ଲକିଂ। ସହର ଭିତରକୁ ଆସୁଥିବା କିମ୍ବା ସହରରୁ ଯାଉଥିବା ସମସ୍ତ ଗାଡି ଉପରେ ପୁଲିସ ରଖିଛି କଡା ନଜର। ରାଜଧାନୀରେ ଲୁଟେରାଙ୍କ ସିରିଜ୍ ଆତଙ୍କରାଜ୍ ପରେ ଏବେ ତତ୍ପର ହୋଇଉଠିଛି ପୁଲିସ। କହିବାକୁ ଗଲେ ଗତ ୩…

୨୮ ହଜାର ଯବାନ ଜମ୍ମୁ କଶ୍ମୀରରେ ନିୟୋଜିତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ୨୮ ହଜାର ଅତିରିକ୍ତ ଯବାନ ନିୟୋଜିତ କରିଛନ୍ତି କେନ୍ଦ୍ର ସରକାର। ଏହି ଯବାନମାନେ ସହରର ଥିବା ଅତି ସମ୍ୱେଦନଶୀଳ ସ୍ଥାନ ଓ ଘାଟି ମାନଙ୍କରେ ନିୟୋଜିତ ହୋଇଛନ୍ତି ବୋଲି ସରକାରୀ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ଗୁରୁବାର ସକାଳେ ଏହି ଯବାନ ମାନେ କଶ୍ମୀରରେ ପହଞ୍ଚିବା ପରେ ଅଧିକ…

ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା…

କଳାହାଣ୍ଡି : କଳାହାଣ୍ଡିରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଜାତୀୟ ରାଜପଥ ୨୬ ସିୟୁନି ନିକଟରେ…

ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ…

ପୁରୀ : ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ଗୁଇନ୍ଦା ରିପୋର୍ଟ ମିଳିଛି। ଏହି ସୂଚନା ମିଳିବା ପରେ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବାକୁ ପୁରୀ ପୁଲିସ ପ୍ରସ୍ତୁତ ଥିବା କହିଛନ୍ତି ଏସ୍‌ପି ଉମାଶଙ୍କର ଦାସ। ଏହି ସୂଚନା ମିଳିବା ପରେ ପୁରୀରେ…

ନାଲକୋରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ…

ଅନୁଗୋଳ : ନାଲକୋରେ ଶ୍ରମିକ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ନାଲକୋ ସ୍ମେଲଟର ଏବଂ ସିପିପି ଗେଟ୍ ବନ୍ଦ କଲେ ପରିବାର ଏବଂ ସ୍ଥାନୀୟ ଲୋକେ। ଶ୍ରମିକ ମିଥୁନ ନାଥର ମୃତଦେହ ରଖି ଆନ୍ଦୋଳନ କରାଯାଇଛି। ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି…