ଶ୍ରୀନଗରରେ ୧୪୪ ଧାରା, ଓମାର-ମୁଫ୍ତି…
ଶ୍ରୀନଗର: ଦିନକୁ ଦିନ ଜମ୍ମୁକଶ୍ମୀରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏସବୁକୁ ନଜରରେ ରଖି କଶ୍ମୀରରେ କ୍ରିମିନାଲ ପ୍ରୋସିଜିଓର କୋଡର ଧାରା ୧୪୪ ଅନୁଯାୟୀ କଟକଣା ଲାଗୁ ହୋଇଛି। ଫଳରେ ଏକାସାଙ୍ଗରେ ୪ ଜଣ ବ୍ୟକ୍ତି ଏକାଠି ହେବା ନିଷେଧ କରାଯାଇଛି। ସମଗ୍ର ଶ୍ରୀନଗର ସହରରେ ଲୋକଙ୍କ ଚଳପ୍ରଚଳରେ କଟକଣା…