ସୁଷମାଙ୍କ ଶେଷ ଟ୍ବିଟ୍: ମୃତ୍ୟୁର ୩…
ନୂଆଦିଲ୍ଲୀ: "ପ୍ରଧାନମନ୍ତ୍ରୀ ମହାଶୟ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ମୋ ଜୀବନରେ ଏହି ଦିନଟିକୁ ଦେଖିବା ପାଇଁ ଅପେକ୍ଷା କରିଥିଲି।" ଧାରା ୩୭୦ ଉଚ୍ଛେଦ ବାବଦରେ ମୃତ୍ୟୁର ମାତ୍ର ତିନି ଘଣ୍ଟା ପୂର୍ବରୁ ଏହା ଥିଲା ଶଯ୍ୟାଶାୟୀ ସୁଷମା ସ୍ୱରାଜଙ୍କ ଶେଷ ଲେଖା। ନିଜ ଟ୍ୱିଟର ହାଣ୍ଡଲରେ ଏହା ଥିଲା…