Odisha Link
Bridging the Missing Links in Odisha
Daily Archives

August 6, 2019

କୃଷିର ବିକାଶ ପାଇଁ ବଜାର ବ୍ୟବସ୍ଥାର…

ଭୁବନେଶ୍ବର : ରାଜ୍ୟ କୃଷି ବିଭାଗ ପକ୍ଷରୁ ଆଜି କୃଷିର ବିକାଶ ପାଇଁ ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ କର୍ମଶାଳା କୃଷି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ଅଞ୍ଚଳରେ କୃଷି ଉତ୍ପାଦନ ଓ ପ୍ରୋତ୍ସାହନ କ୍ଲଷ୍ଟର ପ୍ରତିଷ୍ଠା ଉପରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି…

ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌…

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଜାମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଆଜି ଲୋକସଭାରେ ଆଗତ ହୋଇଛି। ରାଜ୍ୟସଭା ପରି ଲୋକସଭାରେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍ ଗୃହରେ ଆଗତ କରିଛନ୍ତି। ସେହିପରି ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ଜାମ୍ମୁ-କଶ୍ମୀର…

ଜୋରରୁ ଉଦ୍ଧାର ହେଲା ମାଆ-ଝିଅଙ୍କ ମୃତଦେହ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାର ଚକଡ଼ା-ବଗୁଆ ଗାଁରେ ଏକ ଜୋରରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ଦୁହିଁଙ୍କ ଶବ ଭାସୁଥିବା ଦେଖି ପାଖ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୌଣସି…

ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଆଜି…

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଆଜି ଲୋକସଭାରେ ଉପସ୍ଥାପନ ହେବ। ଏହି ବିଲ୍‌କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି। ଏହି ବିଲ୍‌ରେ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବାର ପ୍ରାବଧାନ ରହିଛି। ଜମ୍ମୁ-କଶ୍ମୀରକୁ…

ଏଥର ଲୋୟର ପିଏମଜି ବଦଳରେ ପ୍ରଦର୍ଶନୀ…

ଭୁବନେଶ୍ବର : ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପରେଡ୍ । ଦିଲ୍ଲୀ ଶୈଳୀରେ ଏଥର ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପାଳନ କରିବା ନେଇ ନିଷ୍ପତ୍ତି ହୋଇଛି । ଏଥିରେ ପୂର୍ବଥରମାନଙ୍କ ଭଳି ଛାତ୍ରଛାତ୍ରୀମାନେ ପରେଡରେ ଭାଗ ନେଇପାରିବେ ନାହିଁ । ତେବେ ପୁଲିସ୍…

୫ ବର୍ଷ ପରେ ଅପହୃତ ନାବାଳକ ଉଦ୍ଧାର

ରାଉରକେଲା : ବିନ୍ଦୀ ଜୀବନରୁ ନାବାଳକକୁ ମଳିଲା ମୁକ୍ତି। ଦୀର୍ଘ ୫ ବର୍ଷ ଧର ଜଣଙ୍କ ଘରେ ବନ୍ଦୀ ଥିବା ନାବାଳକକୁ ପୁଲିସ ଉଦ୍ଧାର କରିଛି। ଏଥିସହ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ରାଉର୍‌କେଲାରେ ଘଟିଛି ଏଭଳି ଘଟଣ। ଅଭିଯୋଗ ଅନୁସାରେ, ଗତ ୫ ବର୍ଷ ହେଲା ଏମାନେ ନାବାଳକକୁ ଘରେ ବନ୍ଦ କରି…

ଅକ୍ଟୋବରରେ କାଶ୍ମୀରରେ ହେବ ପୁଞ୍ଜିନିବେଶ…

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଜମ୍ମୁ ଓ କାଶ୍ମୀରରେ ହେବ ଇନ୍‌ଭେଷ୍ଟର୍ସ ସମିତି। ଆଗାମୀ ଅକ୍ଟୋବର ୧୨ରୁ ୧୪ ତାରିଖ ଯାଏଁ ତିନି ଦିନ ଧରି ଏହି ସମିତି ହେବ ବୋଲି ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ପ୍ରାଶାସନିକ କମିଟି (ଏସ୍‌ଏସି) ନିଷ୍ପତ୍ତି ନେଇଛି। ଜେକେ ଇନଭେଷ୍ଟର୍ସ ସମିତି…

ଅଗଷ୍ଟ ୮ରେ ‘ଓଡ଼ିଶା ଶିକ୍ଷା ସମ୍ମାନ’…

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଚଳିତ ଅଗଷ୍ଟ ମାସ ୮ ତାରିଖରେ 'ଓଡ଼ିଶା ଶିକ୍ଷା ସମ୍ମାନ' (Odisha Education Award 2019) ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ଆଇସିଏଫ୍‌ଏଆଇ ବିଶ୍ବବିଦ୍ୟାଳୟ କୁଳାଧିପତି, କିଟ୍‌…

ରାଜ୍ୟର ସବୁ ପାର୍କ ସକାଳ ୬ରୁ ରାତି…

ଭୁବନେଶ୍ୱର : ରାଜ୍ୟର ଥିବା ସମସ୍ତ ପାର୍କଗୁଡ଼ିକ ଏଣିକି ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଗାଇଡଲାଇନ୍ ଓ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଗାଇଡଲାଇନ ଅନୁଯାୟୀ ସହରାଞ୍ଚଳର ନାଗରିକମାନଙ୍କ ବ୍ୟସ୍ତବହୁଳ ଜୀବନଶୈଳୀକୁ…

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର ;…

କେନ୍ଦ୍ରାପଡା : ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବକୁ ଏନକାଉଣ୍ଟର କରିଛି କେନ୍ଦ୍ରାପଡା ସଦର ପୋଲିସ| କେନ୍ଦ୍ରାପଡା-ଗଣ୍ଡାଖିଆ ରାସ୍ତାର ଏରାଠାରେ ମଙ୍ଗଳବାର ଭୋରୁ ଏହି ଏନକାଉଣ୍ଟର ହୋଇଛି | ମେହେତାବ କେନ୍ଦ୍ରାପଡା ସହରକୁ ଆସୁଥିବା ଖବର ପାଇ ସଦର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ମିଳିତ ଭାବେ ଚଢାଉ…