ଲୋକାୟୁକ୍ତ ସଦସ୍ୟ ହେଲେ ଆର.ପି ଶର୍ମା
ଭୁବନେଶ୍ୱର: ଡିଜିପି ଆର.ପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେବେ। ଲୋକାୟୁକ୍ତ ସଦସ୍ୟ ପାଇଁ ଚୟନ କମିଟି ପକ୍ଷରୁ ଶ୍ରୀ ଶର୍ମାଙ୍କ ନାମକୁ ସୁପାରିଶ କରାଯାଇଥିଲା। ତେବେ ଚୟନ କମିଟିର ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିଥିବା ଜଣାଯାଇଛି ।
ତେବେ ଆରପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେଉଥିବାରୁ ଡିଜିପି ବଦଳିବେ। ଖୁବ ଶୀଘ୍ର ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି କରାଯିବା ସ୍ପଷ୍ଟ ହୋଇଛି।
Comments are closed.