ସ୍ୟାଟ ଉଚ୍ଛେଦକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଭୁବନେଶ୍ୱର : ସ୍ୟାଟ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟାର କରାଯାଇଛି। ସ୍ୟାଟ ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ହାଇାକୋର୍ଟରେ ମାମଲା ଦାୟାର କରାଯାଇଛି। ସ୍ୟାଟ ଉଚ୍ଛେଦ ସମ୍ପର୍କିତ ଗେଜେଟ ନୋଟିଫିକେସନକୁ ଚ୍ୟାଲେଞ୍ଜ କରି ଓକିଲ ସଂଘ ପକ୍ଷରୁ ମାମଲା ଦାୟାର କରାଯାଇଛି। ତେବେ ଆସନ୍ତାକାଲି ଅର୍ଥାତ ବୁଧବାର ଏହି ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
Comments are closed.