Odisha Link
Bridging the Missing Links in Odisha
Daily Archives

August 9, 2019

ପ୍ରଥମ ଓଡ଼ିଶା ଶିକ୍ଷା ସମ୍ମାନ ସମାରୋହ

ଭୁବନେଶ୍ବର : ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ଶିକ୍ଷା ସମ୍ମାନ ସମାରୋହ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇସିଏଫ୍‌ଏଆଇର କୁଳାଧିପତି ପ୍ରଫେସର ରାମପାଲ୍‌ କୌଶିକ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୧୭ଟି…

ସାଇକେଲ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍

ବାଲେଶ୍ବର : ବାଲେଶ୍ବର ସାଇକେଲ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ୫ ନମ୍ବର ଜାତୀୟ ରାଜପଥରେ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି। ମୃତକ ରେମୁଣା ବ୍ଲକ ଗଣ୍ଡରଦା ଗାଁର ସୁରେନ୍ଦ୍ର ଦାସ। ଗୁରୁତର ନିରଞ୍ଜନ ଗିରିଙ୍କୁ ବାଲେଶ୍ବର…

ସୁଧୁରୁଛି ଜମ୍ମୁ-କାଶ୍ମୀର ସ୍ଥିତି

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦର ୨ ଦିନ ପରେ ଜମ୍ମୁ-କଶ୍ମୀରରେ ଜନଜୀବନ ସାଧାରଣ ଅବସ୍ଥାକୁ ଫେରିଆସିଛି। ଜମ୍ମୁ କଶ୍ମୀର ମୁଖ୍ୟ ସଚିବ ସରକାରୀ କର୍ମଚାରୀଙ୍କୁ ନିଜ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସାମ୍ବା ଜିଲ୍ଲାରେ ଶୁକ୍ରବାର ଠାରୁ ସବୁ ସ୍କୁଲ ପୂର୍ବ ଭଳି ଖୋଲା ରହିବ ବୋଲି ପ୍ରକାଶ…

ଦେଶରେ ଗଡ଼ିବ ୫୫୯୫ ଇଲେକ୍ଟ୍ରିକ ବସ୍

ନୂଆଦିଲ୍ଲୀ: ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ ଇଣ୍ଡିଆ ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ସହର ଭିତରେ ଚାଲିବା ସହିତ ଗୋଟିଏ ସହରରୁ ଅନ୍ୟ ସହର ମଧ୍ୟରେ ଚଳାଚଳ କରିବା ଉଦ୍ଦେଶ୍ୟରେ ୫୫୯୫ଟି ବିଦ୍ୟୁତ ଚାଳିତ ବସକୁ ମଞ୍ଜୁର କରାଯାଇଛି। ୬୪ଟି ସହର, ରାଜ୍ୟ ସରକାରୀ ସଂସ୍ଥା ଏବଂ ରାଜ୍ୟ ପରିବହନ…

ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ…

ନୂଆଦିଲ୍ଳୀ: ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହିତ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ପୃଥକ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତି ନେବା ଫଳରେ ଗତ ୭୦ ବର୍ଷ ଧରି ଲୋକମାନେ ଭୋଗୁଥିବା ଭେଦଭାବ ଦୂର ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରକାଶ କରିଛନ୍ତି।…