ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ…
ଭୁବନେଶ୍ବର: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀଙ୍କ ପାଇଁ ଏହି ଦିନ ବହୁତ ଗୁରୁତ୍ବ ଅଟେ। ସାରା ଭାରତରେ ରକ୍ଷା ବନ୍ଧନକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି। ଏଥର ରାକ୍ଷୀ ପୂର୍ଣ୍ଣିମା ଅନ୍ୟ ରାକ୍ଷୀ ପୂର୍ଣ୍ଣୀମା ତୁଳାନରେ ଅଧିକ ଚର୍ଚ୍ଚାରେ। କାରଣ ସ୍ବାଧୀନତା ଦିବସ ଏବଂ ରକ୍ଷା ବନ୍ଧନ…