Odisha Link
Bridging the Missing Links in Odisha
Daily Archives

August 14, 2019

ସ୍ୱାଧୀନତା ଦିବସରେ ବୀର ଅଭିନନ୍ଦନଙ୍କୁ…

ନୂଆଦିଲ୍ଲୀ : ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯିବ। ପାକିସ୍ତାନର ଏଫ୍ ୧୬ ଫାଇଟର୍ ଜେଟ୍‌କୁ ଖସାଇଥିଲେ ଅଭିନନ୍ଦନ। ଏହାସହ ପାକିସ୍ତାନ ସେନା ଦ୍ୱାରା ଗିରଫ ହେବା ପରେ ସବୁ ପରିସ୍ଥିତିର ମୁକାବିଲା କରିବା ସହ ବୀରତାର ସହ ଏହାକୁ ସାମ୍ନା କରିଥିଲେ।…

ମୋଦି Vs ମମତା: ପଶ୍ଚିମବଙ୍ଗରେ କାହାର ଦର…

କୋଲକାତା: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ। ସେଥିପାଇଁ ଭଉଣୀମାନେ ଭାଇଙ୍କ ପାଇଁ ବିଭିନ୍ନ ରକମର ରାକ୍ଷୀ କିଣିବାରେ ବ୍ୟସ୍ତ। ହେଲେ ଏଥର ରାକ୍ଷୀ ବଜାରରେ ଦେଖିବାକୁ ମିଳୁଛି ରାଜନୈତିକ ରାକ୍ଷୀ। ବିଜେପି ଏବଂ ପଶ୍ଚିମବଙ୍ଗରେ ଥିବା ଟିଏମସି ମଧ୍ୟରେ ରାଜନୈତିକ ବିବାଦ କାହାକୁ ବି…

ପଶ୍ଚିମ ଓଡିଶାର ୧୩୪ ବ୍ଲକର ୨ଲକ୍ଷ…

ଭୁବନେଶ୍ବର : ପଶ୍ଚିମ ଓଡିଶାରେ ବନ୍ୟାରେ ୧୩୪ ବ୍ଲକର ସମୁଦାୟ ୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧୨୪ଟି ରିଲିଫ କେନ୍ଦ୍ରରେ ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି। ୧୫ଟି ଓଡ୍ରାଫ ଓ ୩ଟି ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।…

ନିଲମ୍ୱିତ ହେଲେ ଝାରସୁଗୁଡା ଜିଲ୍ଲାପାଳ

ଝାରସୁଗୁଡା : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଝାରସୁଗୁଡା ଜିଲ୍ଲାପାଳ ଜ୍ୟେତିରଞ୍ଜନ ପ୍ରଧାନଙ୍କୁ ନିଲମ୍ୱିତ କରିଛନ୍ତି । ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏଁ ଏଡିଏମ୍‌ ପ୍ରଦୀପ ସାହୁ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ରହିବେ । ହାଇକୋର୍ଟଙ୍କ ଆଦେଶ ଉଲଙ୍ଘନ କରିଥିବାରୁ ଜ୍ୟେତିରଞ୍ଜନ…

ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଶେଷ ଦିନିକିଆ…

ପୋର୍ଟ ଅଫ୍ ସ୍ପେନ୍: ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆ ଖେଳାଯିବ। ସିରିଜରେ ଟିମ୍‌ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ସିରିଜର ପ୍ରଥମ ଦିନିକିଆ ବର୍ଷାରେ ବାତିଲ ହେବା ପରେ ୨ୟ ଦିନିକିଆରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଥିଲା। ଟିମ୍‌ ଇଣ୍ଡିଆ ସିରିଜ ବିଜୟ ଲକ୍ଷ୍ୟ ନେଇ ଆଜି ମଇଦାନକୁ ଓହ୍ଲାଇବ।…

ଛୁଆ ନୀଳଗିରି ଲାଙ୍ଗୁରର ମୃତ୍ୟୁ

ଭୁବନେଶ୍ବର : ଆଜି ସକାଳେ ନନ୍ଦନକାନନର ଖୁଆଡ ନଂ ୫୩ରେ ରହୁଥିବା ଛୁଆ ନୀଳଗିରି ଲାଙ୍ଗୁରର ମୃତ୍ୟୁ ହୋଇଛି। ସେ ଖେଳୁଥିବା ଅବସ୍ଥାରେ ତଳକୁ ଖସିପଡି ମୃତ୍ୟୁ ହୋଇଥିବା କୁହାଯାଉଛି। ଏନେଇ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରିନାହାନ୍ତି। ଏହି ଶାବକଟି ଗତ ଜୁନ୍ ମାସ ୧ ତାରିଖରେ ଜନ୍ମ ହୋଇଥିଲା। ଗତ ୨୦୧୭…

ନାଭାଲ ଟାଟା ହକି ଏକାଡେମି ଉଦ୍‌ଘାଟିତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସର ତଳ ମହଲାରେ ପ୍ରତୀକ୍ଷିତ ନାଭାଲ ଟାଟା ହକି ଏକାଡେମି (ଏନ୍‌ଟିଏଚ୍‌ଏ) ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ନରେ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରି ଦେଶ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକାଡେମି ଆଗାମୀ…

ଖୋଲିଲା ହୀରାକୁଦ ଡ୍ୟାମର ୭ ନମ୍ବର…

ସମ୍ବଲପୁର: ହୀରାକୁଦ ଛାଡିିଛି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ବିଶେଷ ପୂଜାର୍ଚ୍ଚନା ପରେ ଆଜି ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ସେଥିପାଇଁ ମହାନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି । ଏଥିପାଇଁ ୬ ଟି ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ…

ଚନ୍ଦ୍ର ମୁହାଁ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ବୁଧବାର ରାତିରେ ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ର ମୁହାଁ ହୋଇଛି ଚନ୍ଦ୍ରଯାନ-୨। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆଜି ଏହି ସୂଚନା ଦେଇଛି। ୨୦ ଅଗଷ୍ଟରେ ଏହି ଚନ୍ଦ୍ରଯାନ-୨ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହାର ୧୮ ଦିନ ପରେ ଅର୍ଥାତ୍ ସେପ୍ଟେମ୍ୱର ୭ରେ…

ଆସନ୍ତାକାଲି ସ୍ୱାଧୀନତା ଦିବସ:…

ଭୁବନେଶ୍ବର : ଏଥର ସ୍ବାଧୀନତା ଦିବସ ପାଳନ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ତେବେ ଚଳିତ ବର୍ଷ ମାର୍ଚ୍ଚ ପାଷ୍ଟ କରାଯିବ ନାହିଁ। ଚଳିତ ବର୍ଷ ସ୍ବାଧୀନତା ଦିବସରେ ରାଷ୍ଟ୍ରୀୟ ସାଲ୍ୟୁଟ୍ ପ୍ରଦାନ କରାଯିବ। ଏଥର ରାଜ୍ୟସ୍ତରୀୟ ପରେଡରେ ଭାଗନେବେ ମୋଟ ୪ଟି ଗ୍ରୁପ୍।…