ମୁହଁ ଖୋଲିଲେ ରଞ୍ଜୀବ

ଭୁବନେଶ୍ୱର : କଂଗ୍ରେସର ରାଜ୍ୟ ସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ କୌଣସି ଦଳ ଟଙ୍କା ଯାଚିଥିବା ଘଟଣାକୁ ସେ ପ୍ରତ୍ୟାଖାନ କରିଛନ୍ତି। ପୂର୍ବରୁ ଦଳ ବଦଳ ପାଇଁ ଆନ୍ୟ ଦଳ ପକ୍ଷରୁ ତାଙ୍କୁ ଟଙ୍କା ଯଚା ଯାଇଥିବା ଚର୍ଚ୍ଚା ହୋଇଥିଲା। ସେ କହିଛନ୍ତ ଯେତେବେଳେ ଯାଏଁ ଦଳ ଭଲ ଲାଗିବ ସେ ଦଳରେ ରହିବେ। ପିସିସି ସଭାପତି ହେବାକୁ ତାଙ୍କର ଆଶା ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ବର୍ତ୍ତମାନ କଂଗ୍ରେସର ବିପର୍ଯ୍ୟୟ ଆସିଛି ବୋଲି କହିଛନ୍ତି। ତୃଣମୁଳ ସ୍ତରରେ ବିଶ୍ୱସନୀୟ ନେତାଙ୍କୁ ନେଇ ଏକଜୁଟ ହୋଇ କାମ କରିବା ଆବଶ୍ୟକତା ରହିଛି ସେ କହିଛନ୍ତି।
Comments are closed.