ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲାରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ଫର୍ଟିଲାଇଜର ଆଇଡିଏଲ୍ ସମରା ବସ୍ତି ପଡିଆରୁ ମିଳିଛି ମୃତଦେହ। ମୃତ ଯୁବକ ସମରାବସ୍ତିର ସୁଶୀଲ ଓରାମ୍। ଶରୀରର ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ। ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଟାଙ୍ଗରପାଲି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.