ସୋସିଆଲ୍ ମିଡିଆରେ ଆଧାର ସଂଯୋଗ ମାମଲା:…
ନୂଆଦିଲ୍ଲୀ: ସୋସିଆଲ୍ ମିଡ଼ିଆ ଆକାଉଣ୍ଟ୍ ସହିତ ଆଧାର କାର୍ଡ ସଂଯୋଗ ମାମଲାରେ ସୁପ୍ରିମ୍କୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍କୁ ନୋଟିସ୍ ଜାରି କରିଛନ୍ତି। ଏନେଇ ଫେସ୍ବୁକ୍ ପକ୍ଷରୁ ଏକ ଆବେଦନ ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଥିଲା। ଫେସ୍ବୁକ୍ ପକ୍ଷରୁ…