Odisha Link
Bridging the Missing Links in Odisha
Daily Archives

August 20, 2019

ଭିଏଲ୍‌ଡବ୍ଲ୍ୟୁଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗୋଲର୍ ହାଟ ପଞ୍ଚାୟତର ଭିଏଲ୍‌ଡବ୍ଲ୍ୟୁ ନିହାର ରଞ୍ଜନ ଥାଟୋଇ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ଗୋଲର୍ ହାଟ ପଞ୍ଚାୟତର ଜଣେ ବ୍ୟକ୍ତି ଗୋଟିଏ ଇନ୍ଦିରା…

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୧୦ଟି…

ସମ୍ବଲପୁର : ହୀରାକୁଦର ଡ୍ୟାମର ୧୦ଟି ଗେଟ୍ ଆଜି ବନ୍ଦ କରାଯାଇଛି। ସୋମବାର ଦିନ ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍ ଖୋଲା ଯାଇଥିଲା। ଆଜି ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ କରି ୧୦ଟି ଗେଟ୍ ବନ୍ଦ କରାଯାଇଛି। ଡ୍ୟାମକୁ ଜଳ ପ୍ରବେଶ ପରିମାଣ କମୁଥିବାରୁ…

ଚିନ୍ତାରେ ଚାଷୀ, ଚାଷ ଜମିରେ ଲହଡ଼ି…

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଗତ କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବାସୁଦେବପୁରର କଞ୍ଚୁଡି, ଗମେଇ ଓ ଧଳାନଈର ଉପର ମୁଣ୍ଡରୁ ତଳିଆ ଅଞ୍ଚଳକୁ ବନ୍ୟା ଜଳ ପଶି ଆସିଛି। ଫଳରେ ବ୍ଲକର ଶତାଧିକ ହେକ୍ଟର ଚାଷଜମିରେ ବନ୍ୟା ଜଳ ମାଡ଼ି ଯାଇଛି। ପାଣି ନିଷ୍କାସନ…

ବିପଦ ସଙ୍କେତ ଉପରେ ଜଳକା, ହୀରାକୁଦ…

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ ପ୍ରାୟ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ କରୁଛି। ବାଲେଶ୍ୱର ଜିଲ୍ଲାର ଜଳକା ନଦୀ ମଥାନି ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଙ୍କେତ ୫. ୫ ମିଟର ଥିବାବେଳେ…

ଆସୁଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ: ଆସନ୍ତା ଏକ ବର୍ଷ ମଧ୍ୟରେ ବିଶ୍ବରେ ସବୁଠାରୁ ଭୟଙ୍କର ମାନ୍ଦାବସ୍ଥା ମାଡିଆସୁଛି। ଏ ସମ୍ପର୍କରେ ଏପରି ଅନୁମାନ କରିଛନ୍ତି ଏକ ତୃତୀୟାଂଶ ଗ୍ଲୋବାଲ ଫଣ୍ଡ ମ୍ୟାନେଜର। ବ୍ୟାଙ୍କ ଅଫ୍‌ ମେରିଲ ଲିଞ୍ଚର ସର୍ଭେ ରିପୋର୍ଟ ମୁତାବକ ୨୦୨୦ରେ ବିଶ୍ୱରେ ସବୁଠାରୁ ବଡ଼ ମାନ୍ଦାବସ୍ଥା ଦେଖିବାକୁ ମିଳିବ।…

ବିଶ୍ବ ପାରା ବ୍ୟାଡ୍‌ମିଣ୍ଟନ୍‌:…

ଭୁବନେଶ୍ବର: ଆଜିଠୁ ସ୍ବିଜରଲାଣ୍ଡ ବାସିଲଠାରେ ଆରମ୍ଭ ହେବ ବିଶ୍ବ ପାରା ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌। ଏହି ପ୍ରତିଯୋଗିତାରେ ୨୪ ଭାରତୀୟ ଖେଳାଳି ଭାଗ ନେଇଛନ୍ତି। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ପ୍ରମୋଦ ଭଗତ ୨୪ ଜଣିଆ ସଦସ୍ୟରେ ସ୍ଥାନ ପାଇଛନ୍ତି। ସଂପ୍ରତି ପ୍ରମୋଦ ୩୩୫୦ ପଏଣ୍ଟ୍‌ ଅର୍ଜନ କରି…

୧୩ ଜିଲ୍ଲାରେ ନୂଆ ଏସ୍‌ପି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଜିଲ୍ଲା ଏସପି ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ କରିଛନ୍ତି। ପୁଲିସ ଡିଜି ବିକେ ଶର୍ମା ମଧ୍ୟ ନିଜ ଟିମ୍ ଗଢ଼ିଛନ୍ତି। ୧୩ଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ମୟୂରଭଞ୍ଜ-…

ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍‌ ହାଶ୍‌ମିଙ୍କ…

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତରେ ଶୋକର ଛାୟା। କାହିଁକିନା ପରଲୋକରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ଖୟାମ୍ ହାଶ୍‌ମି। ଖୟାମ୍‌ ଭାରତୀୟ ସିନେମା ଜଗତର ଅନ୍ୟତମ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ପଦ୍ମ ବିଭୂଷଣ ପୁରସ୍କାର ବିଜେତା। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

ଦ୍ୱେତନଗରୀର ନୂଆ ପୁଲିସ କମିଶନର ସୁଧାଂଶୁ…

ଭୁବନେଶ୍ବର: ବଦଳିଲେ ପୁଲିସ କମିଶନର। ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କ ସ୍ଥାନରେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ହେଲେ ଟ୍ୱିନ-ସିଟିର ନୂଆ ପୁଲିସ କମିଶନର। ସେହିଭଳି ସତ୍ୟଜିତ ମହାନ୍ତି ଜେଲ ବିଭାଗର ଅତିରିକ୍ତ ଡିଜି ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ମିଳିଳା ନୂଆ…