Odisha Link
Bridging the Missing Links in Odisha
Daily Archives

August 26, 2019

ସିନ୍ଧୁ ରଚିଲେ ନୂଆ ଇତିହାସ

ବାସେଲ : ଅଗଷ୍ଟ ୨୫ ତାରିଖ ରବିବାର ଭାରତ ପାଇଁ ଥିଲା ଏକ ଐତିହାସିକ ଦିନ। ବିଶ୍ବ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌ର ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍‌ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ରଚିଛନ୍ତି ନୂଆ ଇତିହାସ। ପୁରୁଣା ପ୍ରତିଦ୍ବନ୍ଦ୍ବୀ ଜାପାନର ନାଜୋମୀ ଓକୁହାରାଙ୍କୁ ୨୧-୭, ୨୧-୭ରେ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ଅତିରିକ୍ତ…

ବୌଦ୍ଧ : ବୌଦ୍ଧ ଜିଲ୍ଲା ଏନଏଚ୍ ୫୭ ଚାରିଛକ କଲରାପଠା ନିକଟରେ ସଡ଼କ ଦୁର୍ଘଟଣାରେ ବୌଦ୍ଧର ଅତିରିକ୍ତ ଜିଲାପାଳଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଅତିରିକ୍ତ ଜିଲାପାଳଙ୍କ ନାମ ରମାକାନ୍ତ ସେଠୀ। ସେ ନିଜ କାରରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଏକ ଗଛରେ କାରଟିକୁ ପିଟିଦେଇଥିଲେ। ଫଳରେ ସେ ଗୁରୁତର…

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ…

କଟକ : ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍‌.ଆଇ ପରିଜାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଖ୍ୟାତନାମା ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ପୁଅ ହେଉଛନ୍ତି ଏଲ୍‌.ଆଇ ପରିଜା। ଗତ ଶନିବାର…

ଅଧିକାର ପାଇଁ ଚାଲିଛି ମାଲକାନଗିରିରେ…

ମାଲକାନଗିରି : ସର୍ବଶିକ୍ଷା ଅଭିଯାନକୁ ନେଇ ଆଗକୁ ବଢ଼ୁଥିବା ଆମ ବ୍ୟବସ୍ଥା କହୁଛି ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ। ହେଲେ ବ୍ୟବସ୍ଥା ଭିତରେ ଥିବା ଅବ୍ୟବସ୍ଥା ପାଇଁ ନା ସଭିଏଁ ପଢ଼ିପାରୁଛନ୍ତି, ନା ଆଗକୁ ବଢ଼ିପାରୁଛନ୍ତି ? ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ୨ଶହ ଛାତ୍ରଛାତ୍ରୀ…

‘ଆଣ୍ଟିବାୟୋଟିକ୍’…

ବାଲେଶ୍ଵର: କବିତା ଅଛି ଲଜ୍ଜାରେ। ଲଜ୍ଜା ବା ସମ୍ଭ୍ରମତା ବ୍ୟତିରେକ କବିତା ସମ୍ଭବ ନୁହେଁ। ନଗ୍ନତା ଏକ ବାସ୍ତବତା ନୁହଁ। ତେଣୁ ନଗ୍ନତାରେ ନଥାଏ ବାସ୍ତବତା। ବାସ୍ତବତାକୁ ଅନୁଭବ କରି ଏବଂ ତାକୁ ସମ୍ଭ୍ରମତ ସହ ଯୋଡି ଲେଖାଯାଉ କବିତା। କବିତାର ଭୂଷଣ ହେଉଛି ଲଜ୍ଜା। ଏହି ଲଜ୍ଜା ସହ ନିହିତ ରହିବା ଜରୁରୀ…

ଆସୁଛି ଆଉ ଦୁଇଟି ଲଘୁଚାପ

ଭୁବନେଶ୍ବର : ପୁଣି ଦୁଇଟି ଲଘୁଚାପ ବଙ୍ଗୋପସାଗରରେ ଦାନା ବାନ୍ଧୁଛି। ପ୍ରଥମେ ୨୮ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୯ରୁ ଏହା ଲଘୁଚାପରେ ପରିଣତ ହେବ। ଏହାପରେ ସେପ୍ଟେମ୍ବର ୨ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଦୁଇଟି ଯାକ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ସେପ୍ଟେମ୍ବର…