ଅକ୍ଟୋବର ୨୦ ସୁଦ୍ଧା ଓସିଏ ନିର୍ବାଚନ

ଭୁବନେଶ୍ୱର : ଅକ୍ଟୋବର ୨୦ ତାରିଖ ଭିତରେ ହେବ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସଏ) ନିର୍ବାଚନ। ଓସିଏର ୬ଟି ପଦବୀ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ, କୋଷାଧ୍ୟକ୍ଷ ଓ ଜଣେ କାଉନସିଲ ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ ପଲେଇ ସୂଚନା ଦେଇଛନ୍ତି।
Comments are closed.