ଜଳସଙ୍କଟର ଶିକାର ହେବ ଓଡ଼ିଶା: ନୀତି ଆୟୋଗ
ଭୁବନେଶ୍ବର: କଥାରେ ଅଛି ଜଳ ହିଁ ଜୀବନ। ଜଳ ବିନା ବଞ୍ଚିବା ଅସମ୍ଭବ। ହେଲେ ନୀତି ଆୟାଗର ରିପୋର୍ଟ ଯାହା କହୁଛି ଆପଣ ଶୁଣିଲେ ଆପଣଙ୍କର ନିଦ ହଜିଯିବ। ଦେଶରେ କିଛି ରାଜ୍ୟ ଜଳସଙ୍କଟ ଦେଇ ଗତି କରିଛୁନ୍ତି। ଯଦି ଓଡ଼ିଶା ଏଥିପ୍ରତି ସେଚତନ ନହୁଏ ତେବେ ଓଡ଼ିଶା ମଧ୍ୟ ଅନ୍ୟରାଜ୍ୟଙ୍କ ଭଳି ଜଳ ସଙ୍କଟର ଶିକାର…