ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ସ୍ଥିତିର ସମୀକ୍ଷା କରିବାକୁ ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ଜାତୀୟ ସୁରକ୍ଷା଼ ପରାମର୍ଶଦାତା( ଏନଏସଏମ୍) ଅଜିତ ଡୋଭାଲଙ୍କ ପରେ ବିପିନ ରାୱତ ପ୍ରଥମ ସୁରକ୍ଷା ଅଧିକାରୀ ଯେକି ଜମ୍ମୁ କଶ୍ମୀର ଗସ୍ତ କରୁଛନ୍ତି। ଏବେ କାଶ୍ମୀରର…