ମଠରେ ଥିବା କୋଠରୀ ଛାଡ଼ିବି ନାହିଁ : ମଠ…
ପୁରୀ : କୌଣସି ହାଲତରେ ମୁଁ ମଠ ଭିତରର ବାସଗୃହ ଛାଡ଼ିବିନି। ଏଭଳି କହିଛନ୍ତି ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ। ସେ କହିଛନ୍ତି ଯେ, ପ୍ରଶାସନ ଆଲୋଚନାବେଳେ ବାସଗୃହ ଭାଙ୍ଗିବନି ବୋଲି କହିଥିଲା। ମୁଁ ରହୁଥିବା ଘର ଏବଂ ଗାଦି ଘର ଭାଙ୍ଗିବନି ବୋଲି ପ୍ରଶାସନ କହିଥିଲା। ଏବେ ବିଭିନ୍ନ ସମୟରେ…