ଗ୍ୟାସ୍ ଟାଙ୍କି ଫାଟି ୧ମୃତ, ଜଣେ ଗୁରୁତର (ଦେଖନ୍ତୁ ଭିଡିଓ)

କେନ୍ଦ୍ରାପଡା: ଜମ୍ବୁ ମେରାଇନ ଥାନା ଅଧୀନରେ ଥିବା ଖରିନାସୀ ଗାଁରେ ଆଜି ସକାଳେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି।
ଏହି ଦୁର୍ଘଟଣାରେ ଜଣେ ଘଟଣାସ୍ଥଳରେ ମରି ଯାଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି। ଏମାନେ ଦୁଇଜଣ ଜମ୍ବୁ ସାମୁଦ୍ରିକ ଥାନାର ଦୁଇ ବୋଟ ମ୍ୟାନ ବୋଲି ସୂଚନା ରହିଛି।
Video Player
00:00
00:00
Comments are closed.