Odisha Link
Bridging the Missing Links in Odisha
Daily Archives

September 4, 2019

ସେୟାର ବଜାର: ଗୋଟିଏ ଦିନରେ ୨.୫ଲକ୍ଷ…

ମୁମ୍ବାଇ: ସାରା ଦେଶରେ ମାନ୍ଦାବସ୍ଥାକୁ ନେଇ ଲାଗିରହିଛି ଚିନ୍ତା। ଏହାରି ଭିତରେ ସେୟାର ମାର୍କେଟରୁ ରିପୋର୍ଟ ଆସୁଛି ତାହା ମାନ୍ଦାବସ୍ଥା ଚିନ୍ତାକୁ ଆହୁରି ବଢାଇ ଦେଇଛି। କାରଣ ସେୟାର ମାର୍କେଟ ହୋଇଛି ପ୍ରଭାବିତ। ଗୋଟିଏ ଦିନର ଟ୍ରେଡିଂରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କା ହରାଇଛନ୍ତି ନିବେଶକ। ୧୩୮ ଲକ୍ଷ…

ଦାୟିତ୍ୱ ନେଲେ ଓଏଚଆରସି ଅଧ୍ୟକ୍ଷ

ଭୁବନେଶ୍ୱର: ବୁଧବାର ଓଏଚଆରସିର ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ ବିମଳ ପ୍ରସାଦ ଦାସ। ଦାୟିତ୍ୱ ଗ୍ରହଣ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯିବ। ପଡ଼ି ରହିଥିବା ମାମଲାର ଶୀଘ୍ର ଶୁଣାଣି ପାଇଁ ଗୁରୁତ୍ୱ ଦିଆଯିବ। ମାନବାଧିକାର ଉଲ୍ଲଂଘନ ହେଲେ କାହାରିକୁ…

ମଠ ଭଙ୍ଗାକୁ ବିରୋଧ କରିବାକୁ ପୁରୀ…

ପୁରୀ: ମଠ ଉଚ୍ଛେଦକୁ ନେଇ ସାଧୁସନ୍ଥଙ୍କ ପ୍ରତିବାଦ ଯୋଗୁ ପ୍ରଶାସନ ପକ୍ଷରୁ ବଡ ଆଖଡା ମଠ ଉଚ୍ଛେଦକୁ ସ୍ଥଗିତ ରଖିଛି। ତେବେ ସାଧୁ ସନ୍ଥଙ୍କ ପ୍ରତିବାଦରେ ସାମିଲ ହେବା ଲାଗି ଦିନେ ଦୁଇଦିନ ମଧ୍ୟରେ ସାରା ଭାରତବର୍ଷରୁ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ନାଗା ସାଧୁ ପୁରୀକୁ ଆସୁଥିବା ବିଶେଷ ସୁତ୍ରରୁ ଜଣାପଡିଛି।…

ବିଦ୍ୟୁତ ଆଘାତରେ ସ୍ୱାମୀ ସ୍ତ୍ରୀ ମୃତ

ଭୁବନେଶ୍ୱର: ଏମିତି ଦୁଃଖ ଖବର ଶୁଣି ଯେକେହିବି ସ୍ତବ୍ଧ ହୋଇଯିବ। ଗାଧୁଆ ପାଧୁଆ ସାରି ସକାଳୁ ଲୁଗା ଶୁଖାଉଥିଲେ ପତ୍ନୀ। ହେଲେ ଅସାବଧାନତା କାରଣରୁ ସେ ବିଜୁଳି ସଂସ୍ପର୍ଶରେ ଆସି ଯାଇଥିଲେ। ଲୁଗା ସହ ସେ ବିଜୁଳି ଝଟକାରେ ଥରୁଥିଲେ। ଏକଥା ଦେଖିପାରି ତାଙ୍କୁ ବଞ୍ଚାଇବା ପାଇଁ ସ୍ୱାମୀ ଚାଲି ଆସିଥିଲେ। କ’ଣ…

ଓଡ଼ିଶା ସୀମାନ୍ତରୁ ଜବତ ହେଲା ଗଞ୍ଜେଇ

ରାଉରକେଲା: ଓଡ଼ିଶା ସୀମାନ୍ତରୁ ଦୁଇ ବେଆଇନ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ଝାଡଖଣ୍ଡ ପୋଲିସ। ଗିରଫ ୨ଜଣ ହେଲେ ଫରିଦାବାଦର ରୁଷମ ଯାଦବ ଏବଂ ବିହାରର ଗନ୍ଦୁ ଚୌଧରୀ। ସେମାନଙ୍କ ନିକଟରୁ ପ୍ରାୟ ୧୮୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ସୂଚନା ଅନୁସାରେ ଏକ…

ପୁଲଓ୍ବାମା ଆକ୍ରମଣ ପୁଣିଥରେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ପୁଲଓ୍ବାମା ଆକ୍ରମଣ। କାରଣ ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟ ପ୍ରକାଶ କରିଛି ସିଆର୍‌ପିଏଫ୍। ପ୍ରକାଶିତ ହୋଇଥିବା ଏହି ରିପୋର୍ଟରେ ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା କରିଛି ସିଆରପିଏଫ୍। ଏହି…

ହାତୀ ଉପଦ୍ରବକୁ ନେଇ ତାତିଲେ ଲୋକେ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଉପଦ୍ରବ ଥମିବାର ନାଁ ଧରୁ ନଥିବା ବେଳେ ପୁଣି ଘରଦ୍ବାର ଭାଙ୍ଗିଛନ୍ତି ଝାଡ଼ଖଣ୍ଡି ହାତୀପଲ। ଏଥର ହାତୀ ଉପଦ୍ରବକୁ ନେଇ ତାତିଛନ୍ତି ଲୋକେ। କ୍ଷତିପୂରଣ ଦାବିରେ ଅନ୍ଧାରଝରି ଛକରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ କରଞ୍ଜିଆ-ଖିଞ୍ଚି ମଧ୍ୟରେ…

ଲୁହା ଭାରା ମୁକ୍ତ ହେବ କୋଣାର୍କ ସୂର୍ଯ୍ୟ…

ପୁରୀ: ଲୁହା ଭାରା ମୁକ୍ତ ହେବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ମନ୍ଦିର ପିଢ଼କୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ ବିମ୍ ଦିଆଯିବ ବୋଲି ବିଶେଷଜ୍ଞ ଟିମ୍ କହିଛନ୍ତି। ଉତ୍ତରାଖଣ୍ଡର ରୁର୍କି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ…

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ସାମୟିକ ବନ୍ଦ

ପୁରୀ : ସାଧୁ-ସନ୍ଥ ଓ ମଠାଧୀଶଙ୍କ ମେଳି ଯୋଗୁଁ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବେ ବନ୍ଦ ରଖିଛି ପୁରୀ ଜିଲ୍ଲା ପ୍ରଶାସନ। ଗତକାଲି ମହାନ୍ତମାନଙ୍କୁ ମନାଇବାକୁ ପ୍ରଶାସନ ସବୁ ପ୍ରକାର ଉଦ୍ୟମ କରିଥିଲା। ମଠାଧୀଶ ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲେ ବି ନିର୍ଯାସ ବାହାରିପାରିନଥିଲା। ଫଳରେ ବଡଆଖଡ଼ା ମଠ…

ଶ୍ରୀଲିଙ୍ଗରାଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ବର: ରାଜଧାନୀର ପ୍ରସିଦ୍ଧ ଶୈବପୀଠ ମହାପ୍ରଭୁ ଶ୍ରୀଲିଙ୍ଗରାଙ୍କ ମନ୍ଦିରରେ ଦୁଇଦିନ ହେଲା ଅଚଳାଅବସ୍ଥା ସୃଷ୍ଟି ହୋଇଛି। ନିଯୋଗ ଗୁଡ଼ିକ ମଧ୍ୟରେ ବିବାଦ କାରଣରୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି। ଗତ କାଲି ନୀତିକାନ୍ତି ବନ୍ଦ ରହିବାରୁ ମହାପ୍ରଭୁ ଉପବାସରେ ରହିଥିଲେ। ଆଜି ମଧ୍ୟ ନୀତିକାନ୍ତି…