ସରକାରୀ ଗାଡ଼ିକୁ ୧୫ ହଜାର ଜୋରିମାନା
ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ତେବେ ଏହି ଜୋରିମାନାରୁ ବର୍ତ୍ତିପାରିନାହିଁ ସରକାରୀ ଗାଡ଼ି। ଏକ ସରକାରୀ ଗାଡ଼ିରୁ ୧୫ ହଜାର ଟଙ୍କାର…