କେଉଁ ପାହ୍ୟା ପାଇଲେ କେଉଁ ନେତା, ଜାଣନ୍ତୁ

ଭୁବନେଶ୍ବର: ଶୁକ୍ରବାର ନବ ନିଯୁକ୍ତ ବିଭିନ୍ନ ବିଭାଗୀୟ ଉପଦେଷ୍ଟାଙ୍କୁ ବିଭିନ୍ନ ପାହ୍ୟା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଥିବାବେଳେ ଆଉ କେତକଙ୍କୁ ପ୍ରମୁଖ ସଚିବ ଓ ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ପ୍ରଦାନ କରାଯାଇଛି। ସରକାରୀ ପଦପଦବୀରେ ଥଇଥାନ ଘୋଷଣାର ପ୍ରାୟ ୨୦ ଦିନ ପରେ ଏହି ପାହ୍ୟା ପ୍ରଦାନ କରାଯାଇଛି।
ରାଷ୍ଟ୍ରମନ୍ତ୍ରୀ ପାହ୍ୟା:
୧- ଲୋପାମୁଦ୍ରା ବକ୍ସିପାତ୍ର
୨- ସୁଧୀର ଦାସ
୩-ମୁନ୍ନା ଖାଁ
୪- ଅନୁଭବ ପଟ୍ଟନାୟକ
୫-କୃତିବାସ ପାତ୍ର
୬- ରାମଚନ୍ଦ୍ର ପଣ୍ଡା
ପ୍ରମୁଖ ସଚିବ ପାହ୍ୟା:
୧- ଉତ୍କଳ ପରିଡ଼ା
୨- ସୁଲତା ଦେଓ
୩- ଜନ୍ମେଜୟ ଲେଙ୍କା
୪- ଦେବାଶିଷ ମଲ୍ଲିକ
ମୁଖ୍ୟ ସଚିବ ପାହ୍ୟା:
୧- ସୁଜିତ କୁମାର
Comments are closed.