Odisha Link
Bridging the Missing Links in Odisha
Daily Archives

September 6, 2019

ଦୋକାନ ଘରେ ପିଟିହେଲା ୧୦୮ ଆମ୍ବୁଲାନ୍ସ

ନୟାଗଡ : ଦଶପଲ୍ଲା ଡମାହାଣ୍ଡି ଛକରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ଦୁର୍ଘଟଣା ହୋଇଛି। ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ୫୭ନଂ ଜାତୀୟ ରାଜପଥର ଡମହାଣ୍ଡି ନିକଟରେ ଘଟିଛି ଦୁର୍ଘଟଣା। ମିଳିଥିବା ସୂଚନା ଅନୁସାରେ, ଆଜି ଭୋରରୁ ନୟାଗଡରେ ରୋଗୀ ଛାଡି ଦଶପଲ୍ଲା ଫେରୁଥିବାବେଳେ…

ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନଠାରେ ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ୩ଟି ପ୍ରକଳ୍ପ ମଧ୍ୟରୁ ପ୍ରଥମ ପ୍ରକଳ୍ପଟି ଐତିହ୍ୟ ସୁରକ୍ଷା ଅଞ୍ଚଳ। ଶ୍ରୀମନ୍ଦିରର ୭୫ ମିଟର…

ଗୁରୁ ଦିବସରେ କୋରାପୁଟ ଶିକ୍ଷକଙ୍କୁ…

ଭୁବନେଶ୍ବର: ଗୁରୁ ଦିବସରେ ଓଡ଼ିଶାର ଗୁରୁଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି। ବୋରିଗୁମ୍ମା ବ୍ଲକ ଖଟଲାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସ ଚଳିତ ବର୍ଷ ଜାତୀୟ ଉତ୍ତମ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ…

ଜୋରିମାନା ଆଦାୟରେ ଓଡ଼ିଶା ଆଗରେ

ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ଦେଶରେ ଲାଗୁ ହୋଇଛି ନୂଆ ମୋଟରଯାନ ଆଇନ୍‌। ଯାହା ଏବେ ସାରା ଦେଶରେ ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ସାରା ଦେଶରେ ଏ ଆଇନକୁ ନେଇ ଚର୍ଚ୍ଚା ଲାଗି ରହିଛି।ଲୋକଙ୍କୁ ହଜାର ହଜାର ଟଙ୍କାର ଜୋରିମାନା ଭରିବାକୁ ପଡ଼ୁଛି। ତେବେ ଏଥିରେ ସବୁଠାରୁ ଆଗରେ ଅଛି ଆମ ରାଜ୍ୟ ଓଡ଼ିଶା। କେବଳ…

ନାବାଳିକା ଉପରେ ଚଢ଼ିଗଲା କଣ୍ଟେନର

କଳାହାଣ୍ଡି : କଳାହାଣ୍ଡିରେ ବେଦାନ୍ତ କଣ୍ଟେନର ଚାପାରେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ନୁନମାଠ ନିକଟରେ ଦୁଘର୍ଟଣା ଘଟିଛି। ଜାତୀୟ ରାଜପଥ ରାସ୍ତା ପାର୍ଶ୍ବରେ ନୁନମାଠ ଅବସ୍ଥିତ। ମୃତକ ବଗାଡର ୮ବର୍ଷ ବୟସ୍କ ଲଳିତା ମାଝୀ। ମିଳିଥିବା ସୂଚନା ଅନୁସାାରେ, ନୂଆଖାଇ ପାଇଁ ନୁନମାଠ ଆସିଥିଲେ…

ଲଗାଣ ବର୍ଷାରେ ବେହାଲ ଗଞ୍ଜାମ

ଗଞ୍ଜାମ : ଲଗାଣ ବର୍ଷାରେ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଗାଁ, ଘର, ସ୍କୁଲ ଭିତକୁ ମାଡ଼ି ଯାଇଛି। ଜନ ଜୀବନ ଅସ୍ତବ୍ଯସ୍ତ ହୋଇପଡିଛି। ବ୍ରହ୍ମପୁର ସହରଠାରୁ ଆରମ୍ଭ କରି ହିଞିଳି କାଟୁ, ଆସିକା, ସାନଖେମୁଣ୍ଡି, ଧରାକୋଟ୍, ଭଞ୍ଜନଗର, ପାତ୍ରପୁର, ଚିକିଟି, ଖଲ୍ଲିକୋଟ୍,…

ଆଜି କନ୍ଧମାଳ ଜିଲ୍ଲାରେ ସମସ୍ତ ସ୍କୁଲ୍‌…

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ବେହାଲ ହୋଇପଡ଼ିଛି। କେଉଁଠି ରାସ୍ତାରେ ଜଳ ପ୍ରବାହିତ ହେଉଛି ତ କେଉଁଠି…

ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୧୨ଟି…

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍‌ ଖୋଲା ଯାଇଛି। ଜଳଭଣ୍ଡାରର ବାମ ପାର୍ଶ୍ବରେ ୮ ଓ ଦକ୍ଷିଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୫୨୫.୬୨ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧…

ଆଜି ଓଡିଶା ଫେରିବେ ଜଗା-କାଳିଆ

ଭୁବନେଶ୍ବର : ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଜଗା କାଳିଆଙ୍କୁ ଓଡ଼ିଶା ଆଣିବା ପାଇଁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ। ପରେ ସଂଧ୍ୟା ୫ଟାରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଅଭିମୁଖେ ବାହାରିବେ। ଏସସିବି ମେଡିକାଲର ୨ ଜଣ ଡାକ୍ତରଙ୍କ ସହ ୪ ଜଣିଆ…

ଆଜି ପୁରୀ ଆସୁଛନ୍ତି ଆମିକସ୍ କ୍ୟୁରୀ ଓ…

ପୁରୀ : ପୁରୀରେ ଉଚ୍ଛେଦ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ଆଜି ୨ ଦିନ ପାଇଁ ପୁରୀ ଆସୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମକସ୍ କ୍ୟୁରୀ ପୁରୀ ସ୍ଥିତି ଅନୁଧ୍ୟାନ କରିବେ। ପୂର୍ବରୁ ୭ ତାରିଖରେ ଆମିକସ୍ କ୍ୟୁରୀଙ୍କ ପୁରୀ ଆସିବା କାର୍ଯ୍ୟକ୍ରମ ସ୍ଥିର…