ଏକାଠି ଜଳିଲା ଜୁଇ: ସ୍ୱାମୀଙ୍କ ମୃତ୍ୟୁ…
ନୟାଗଡ଼: ଜୀବନ ମରଣ ମଣିଷ ଜୀବନରେ କେତେବେଳେ ଆସିବ ତାହା କେବଳ ସମୟକୁ ଜଣା। ଏକା ଦିନରେ ଦୁନିଆ ଛାଡିଲେ ସାତ ଜନ୍ମର ସାଥି। ଏଥି ସହ ଗୋଟିଏ ଜୁଇରେ ସାତ ଜନମର ସାଥି । ଏଭଳି ଏକ ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ବାଉଁଶିଆପଡା ଗ୍ରାମରେ ଦେଖିବାକୁ ମିଳିଛି।
କେହି କେହି ଏହାକୁ କାହିଁ କେଉଁ ଜନମର ପୁଣ୍ୟ…